Odisha Link
Bridging the Missing Links in Odisha

ବିଦ୍ୟୁତ ନେଲା ଦୁଇ ଜଣଙ୍କ ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ବିଦ୍ୟୁତ ଆଘାତରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ହୋଇଥିବା ବେଳ ଅନ୍ୟ ଜଣଙ୍କ ଗ୍ରାମବାସୀ ହୋଇଥିବା ଜଣାପଡିଛି।

Comments are closed.