Odisha Link
Bridging the Missing Links in Odisha

ପୋଲ ସର୍ଭେ ବେଳେ ନଦୀକୁ ଖସି ଯୁବକ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଙ୍ଗାମ ପୋଲ ସର୍ଭେ କରିବା ବେଳେ ଶନିବାର ନଦୀକୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୩ ଯୁବକ ଜାତୀୟ ରାଜପଥ ଉପରେ ରହିଥିବା ଉକ୍ତ ପୋଲର ସର୍ଭେ କାର୍ଯ୍ୟ କରୁଥିବା ସମୟରେ ହଠାତ ଜଣେ ଯୁବକ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ନଦୀରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଖବର ପାଇ ମାଥିଲି ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

Comments are closed.