Odisha Link
Bridging the Missing Links in Odisha
Daily Archives

August 18, 2019

ଖୋର୍ଦ୍ଧା ବିଧାୟକ ଗୁରୁତର, ମୁମ୍ବାଇରେ…

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ତଥାବ ବିଜୁ ଜନତା ଦଳ ନେତା ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର) କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ମୁମ୍ବାଇର ଏକ ଘରୋ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଜିତୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି।…

ପ୍ରମୋଦଙ୍କୁ ମିଳିବ…

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ପ୍ରମୋଦଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶନିବାର ମନୋନୀତ କରାଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ…

ଦୁର୍ନୀତିଗ୍ରସ୍ତଙ୍କୁ ୫-ଟି ଟ୍ରିଟମେଣ୍ଟ:…

ଭୁବନେଶ୍ବର: ଏଣିକି ସରକାରୀ କର୍ମଚାରୀ ଦୁର୍ନୀତି କଲେ ଆଉ ନିସ୍ତାର ନାହିଁ। ସିଏ ଅଫିସର ହେଉ ବା ପିଅନ ଯଦି ଅଭିଯୋଗ ପ୍ରମାଣିତ ହେଲେ ତେବେ ଚାକିରି ଯିବା ଥୟ। ଏମିତି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୫ ଜଣଙ୍କୁ…

ନୟାଗଡ଼ରେ ପ୍ରଥମ ଶିଶୁ ଗ୍ରାମସଭା

ନୟାଗଡ଼: ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଏକ ଅଭିନବ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜ ଅଞ୍ଚଳର ସମସ୍ୟା ଓ ଉନ୍ନୟନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଏହି ଶିଶୁ ଗ୍ରାମସଭାରେ ଶିଶୁମାନଙ୍କର ଅଧିକାର,…

ସ୍ବାଭାବିକ ହେଉଛି ଜମ୍ମୁ କଶ୍ମୀର…

ଜମ୍ମୁ କଶ୍ମୀର: ସ୍ବାଭାବିକ ଅବସ୍ଥାକୁ ଫେରୁଛି ଜମ୍ମୁ କଶ୍ମୀର। ଧାରା ୩୭୦ ଉଚ୍ଛେଦ ପୂର୍ବରୁ ରାଜ୍ୟରେ ଲଗାଯାଇଥିବା କଟକଟା ଏବେ ଧୀରେ ଧୀରେ ଶେଷ ହେଉଛି। ଜମ୍ମୁ କଶ୍ମୀରର ୫ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ଆରମ୍ଭ କରି ଦିଆଯିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସୋମବାର ଠାରୁ ୧୯୦ଟି…

ପୌର ନିର୍ବାଚନ ପୂର୍ବରୁ ଘର ସଜାଡ଼ିିଲେ…

ଭୁବନେଶ୍ବର: ଆଗକୁ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ। ଏଥି ସହିତ ପୌର ନିର୍ବାଚନର ପୂର୍ବରୁ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ଏସବୁକୁ ନଜରରେ ରଖି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଗୋଟି ଚାଳନା। ପୌର ନିର୍ବାଚନ ଓ ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଟିକେଟ…