Odisha Link
Bridging the Missing Links in Odisha
Daily Archives

August 19, 2019

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଫର୍ଟିଲାଇଜର ଆଇଡିଏଲ୍‌ ସମରା ବସ୍ତି ପଡିଆରୁ ମିଳିଛି ମୃତଦେହ। ମୃତ ଯୁବକ ସମରାବସ୍ତିର ସୁଶୀଲ ଓରାମ୍। ଶରୀରର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…

୨ ମାସ ପରେ ରାଜ୍ୟସଭା ଯିବେ ମନମୋହନ

ଜୟପୁର: ପ୍ରାୟ ଦୁଇ ମାସ ପରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ। ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ…

ଚୋରା ମଦ ପିଇ ଯୁବକର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ମଦ ପିଇ ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଗାଁରେ ସମ୍ପୂର୍ଣ୍ଣ ମଦ ବେପାରକୁ ବନ୍ଦ ଦାବି କରି ଉତ୍ତେଜିତ ଗାଁ ଲୋକେ ଧାମରା-ଜାମୁଝାଡି ରାସ୍ତାର ପାରାପୋଖରୀ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୭ଟି…

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୭ କ୍ୟୁସେକ୍ ଜଳ। ଜଳଭଣ୍ଡାର ଜଳସ୍ତରକୁ ୬୧୯-୬୨୦ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ଗେଟ୍…

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର : ଲଗାଣ ବର୍ଷା ଫଳରେ ସୋମବାର ଉତ୍ତର ଓଡ଼ିଶାର ବାଲେଶ୍ୱର ମଥାନି ନିକଟରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ଜଣାପଡ଼ିଛି। ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳ ପତ୍ତନ ୬.୪୦ ମିଟରରେ ପହଞ୍ଚିଛି। ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକରେ…

ଦୁଇ ସପ୍ତାହ ପରେ ଜମ୍ମୁ କଶ୍ମୀରରେ…

ଶ୍ରୀନଗର: ଦୀର୍ଘ ୨ ସପ୍ତାହ ପରେ ଆଜି କଶ୍ମରୀରେ ୧୯୦ଟି ସ୍କୁଲ ଓ କଲେଜ ଖୋଲିଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀନଗର ଡେପୁଟି କମିଶନର ଶାହିଦ ଚୌଧୁରୀ। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ…

ବିଧାୟକଙ୍କ ଗାଡି ପୋଡି ଦେଲେ ଦୁର୍ବୃତ୍ତ

ତାଳଚେର : ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସରକାରୀ ବାସଭବନରେ ଗାଡି ପୋଡି ଦେଇଛନ୍ତି ଦୁବୃର୍ତ୍ତ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘର ବାହାରପଟୁ ଚାବି ପକାଇ ଗାଡି ପୋଡିଦେଇଥିବା ଅଭିଯୋଗ ହୋଇଛି। ଘରେ ଥିବା ଲୋକ ଏହି ଅଭିଯୋଗ ଆଣିଛନ୍ତି। ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ ଓ ସାଇକେଲ…

ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବର…

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିକରି ଥିବା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠୁ ମେଘନାଦ ପାଚେରୀକୁ ଲାଗିକରି ଥିବା ସମସ୍ତ ସରକାରୀ ଓ ବେସରକାରୀ ଘର ଭଙ୍ଗାଯିବା ନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ଜନସ୍ବାସ୍ଥ୍ୟ…