Odisha Link
Bridging the Missing Links in Odisha

୧୩ ଜିଲ୍ଲାରେ ନୂଆ ଏସ୍‌ପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ମୟୂରଭଞ୍ଜ– ପରମାର ସ୍ମିତ ପୁରୁଷୋତ୍ତମ ଦାସ
କୋରାପୁଟ– ମୁକେଶ କୁମାର ଭାମୋ
ନୂଆପଡ଼ା(ଇନଚାର୍ଜ)- ଭିନିତ୍ ଅଗ୍ରୱାଲ
ସମ୍ବଲପୁର-କନୱର ବିଶାଲ ସିଂହ
ମାଲକାନଗିରି(ଇନଚାର୍ଜ)– ଖିଲାର ରିଷିକେଶ ଦ୍ୟାନଦେଓ
ବରଗଡ଼– ପଦ୍ମିନୀ ସାହୁ
ଖୋର୍ଦ୍ଧା (ଇନଚାର୍ଜ, ସେପ୍ଟେମ୍ବର ୧ରୁ)– ଅଜୟ ପ୍ରତାପ ସ୍ୱାଇଁ
ଜଗତସିଂହପୁର– ଆର.ପ୍ରକାଶ
ବୌଦ୍ଧ (ଇନଚାର୍ଜ)– ୱାଇ ରଘୁନାଥ ରାଓ
ଅନୁଗୋଳ– ଜଗମୋହନ ମୀନା
ରାଉରକେଲା– କେ.ଶିବା ସୁବ୍ରମଣି
କେନ୍ଦୁଝର– ମିତ୍ରଭାନୁ ମହାପାତ୍ର
ବଲାଙ୍ଗୀର– ମାଧକର ସନ୍ଦିପ ସମ୍ପତ

Comments are closed.