Odisha Link
Bridging the Missing Links in Odisha
Browsing Tag

Odisha Police

ସୋସିଆଲ ମିଡିଆ ପୋଷ୍ଟ ଉପରେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଅନ୍ତିମ ଚରଣ ମତଦାନ ଜୁନ୍‌ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତିମ ଚରଣ ମତଦାନ ହେବ। ଚଳିତବର୍ଷ ନିର୍ବାଚନର ପ୍ରଚାର ପ୍ରସାର ବିଶେଷ ଭାବେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ କରିଛନ୍ତି। ଅନ୍ୟପଟେ…

ବୌଦ୍ଧ-ନୟାଗଡ଼ ସୀମାନ୍ତରେ ଚେକିଂ, କଳା…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ଓଡ଼ିଶାରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସିଲ୍‌ ହେବ ନେତାଙ୍କ ଭାଗ୍ୟ। ସାରା ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ସବୁଠି ଚେକିଂ ବ୍ଲକିଂ ଚାଲିଛି। ପୁଲିସ ଚେକିଂ କରୁଥିବା ସମୟରେ ଗୋଟିଏ ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗାଡ଼ି…

ଓଡ଼ିଶାକୁ ନୂଆବର୍ଷରେ ମିଳିବ ନୂଆ ପୁଲିସ…

ଓଏଲ୍‌ ବ୍ୟୁରୋ: ନୂଆବର୍ଷରେ ଓଡ଼ିଶା ପାଇବ ନୂଆ ପୁଲିସ ମୁଖ୍ୟ। ବର୍ତ୍ତମାନର ପୁଲିସ ଡିଜି ସୁନୀଲ ବଂଶଲଙ୍କର କାର୍ଯ୍ୟାକାଳ ଡିସେମ୍ବର ୩୧ରେ ଶେଷ ହେବ କାର୍ଯ୍ୟକାଳ। ତେବେ ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜି ଙ୍କ ପାଇଁ ୭ ଜଣଙ୍କ…

ରାଜଧାନୀରେ ମାତିଛନ୍ତି ଲୁଟେରା, ଏଥିରୁ…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଲୁଟର ଶିକାର ହୋଇଛନ୍ତି…

ସନ୍ଦେହ ଘେରରେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ମାରପିଟ୍ ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ହେଲେ ଏଯାଏଁ ମୃତ୍ୟୁ ଘଟଣାରୁ ପରଦା ହଟିପାରିନାହିଁ। ସେପଟେ ଲୁଗୁନଙ୍କ ମୃତଦେହ ପରିବାର ଲୋକ ଗ୍ରହଣ କରୁନାହାନ୍ତି।…

ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗର…

ଓଏଲ୍ ବ୍ୟୁରୋ: ଆଜିକାଲି ବିବାହ ପାଇଁ ଯୁବ ପିଢ଼ି ନିଜର ସୋସିଆଲ ମିଡିଆର ସାହାଯ୍ୟ ନେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଏହି ସୋସିଆଲ ମିଡିଆ ମାଧ୍ୟମରେ ଗଢ଼ି ଉଠିଥିବା ସମ୍ପର୍କ କେତେବେଳେ ଚିରସ୍ଥାୟୀ ତ କେତେବେଳେ ଠକାମିର କାରଣ ପାଲଟିଥିବା ଦେଖିବାକୁ ମିଳେ। ତେବେ ଅତି ପରିଚିତ ଆପ୍ଲିକେସନ…

ଆଇପିଏସ୍‌ ସ୍ତରରେ ଅଦଳବଦଳ, ରାହୁଲ ଜୈନ…

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଏସ୍‌ପି ଭାବେ ମିହିର କୁମାର ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ନୟଗାଡ଼ ଏସ୍‌ପି ଭାବେ ରାହୁଲ ଜୈନଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ନୟାଗଡ଼ ଏସପି ଭାବେ…

ଓଡ଼ିଶା ପୁଲିସ୍‌ ବିଭାଗରେ ଖାଲି ପଡ଼ିଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ପୁଲିସ୍‌ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି। ୧୩ ହଜାରରୁ ଅଧିକ ପଦବୀ ଖାଲି ରହିଥିବା ସୂଚନା ରହିଛି। ସେଥିରୁ କେବଳ ୧୦ହଜାରରୁ ଅଧିକ ପୁଲିସ ପଦବି ରହିଥିବା ବେଳେ ମିନିଷ୍ଟରିଆଲ୍‌ ଓ ଗ୍ରୁପ୍‌ ଡିରେ ୩ ହଜାରରୁ ଅଧିକ ପଦବି ଖାଲି ପଡିଛି। ୬ ଆଇଜି, ୧୦ ଡିଆଇଜି, ୨୮୩ ଡିଏସ୍‌ପି…

ମୋବାଇଲ ହଜିଲେ ହୁଅନ୍ତୁନି ଭାରାକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ସାଧାରଣତଃ ଆମ ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ, ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡୁ। ସଙ୍ଗେ ସଙ୍ଗେ କଣ କରାଯାଇପାରିବ ଏନେଇ ସମସ୍ତେ ଚିନ୍ତା କରନ୍ତି। ମୋବାଇଲ ହଜିଗଲେ ଯେତିକି ଚିନ୍ତା ନହୁଏ ତା' ଠାରୁ ଅଧିକ ଭାରାକ୍ରାନ୍ତ ଲାଗେ ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲରେ ଥିବା…

ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର…

ଭୁବନେଶ୍ବର: ଏଣକି ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର କରିବେ ଡାକ୍ତର। ପୁଲିସ ବାବୁଙ୍କୁ ସ୍ବତନ୍ତ୍ର ତାଲିମ ଦେବେ ମାନସିକ ରୋଗ ବିଶେଷଜ୍ଞ। କମିଶନରେଟ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ମୁକ୍ତ ପାଇଁ ସ୍ୱତନ୍ତ୍ର ନୀତି ଆପଣାଇଛି। ଇଣ୍ଡିଆନ ସାଇକାଟ୍ରିକ…