Odisha Link
Bridging the Missing Links in Odisha
Daily Archives

August 27, 2019

ଛାତ୍ରୀଙ୍କୁ ଅସଦାଚଣ କରି ନିଲମ୍ବିତ ହେଲେ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆବାସିକା ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ଘଟିଥିବା ଘଟଣାରେ ଡବ୍ଲୁଡିଓ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ୱନ କରିବାସହ ସହ ପ୍ରଧାନଶିକ୍ଷକଙ୍କୁ ନୋଟିସ୍ ଜାରିକରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ଖାତା ଦେଖିବା ବାହାନାରେ ମାଲକାନଗିରି ଜିଲ୍ଲା ଆବାସିକା…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : କାଲିଠୁ…

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ବଢିବ। ଗୁରୁବାର ଠାରୁ ବର୍ଷାର ପ୍ରକୋପ ଆହୁରି ବଢିବ। ୨/୩ ଦିନ ଧରି ବର୍ଷା ଲାଗି ରହିବ। ଉତ୍ତର ଓଡିଶାର ଅନେକ ଜାଗା ସହ ଦକ୍ଷିଣ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବ। ପୁରୀ,…

ଶିବବ୍ରତ ସମ୍ମାନ ପାଇଲେ ପ୍ରେମ୍‌ ଆନନ୍ଦ

ଭୁବନେଶ୍ବର : ଓଡ଼ିଆ ସଂଗୀତରେ ଜଣାଶୁଣା ଗୀତିକାର ସ୍ବର୍ଗତ ଶିବବ୍ରତ ଦାସଙ୍କ ୮୯ତମ ଜୟନ୍ତୀରେ ସଂଗୀତ କାର୍ଯ୍ୟକ୍ରମ ‘ସ୍ମୃତିରେ ସ୍ମୃତିରେ ଶିବବ୍ରତ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶିବବ୍ରତ ଦାସ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ…

ପାକିସ୍ତାନ ଏୟାରସ୍ପେସ୍ ଦେଇ ଭାରତ…

ନୂଆଦିଲ୍ଲୀ: ଗତକାଲି ଜି-୭ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ ମୋଦି। ମୋଦି ଏମିତି ଏକ କାର୍ଡ ଖେଳିଥିଲେ ଯେଉଁଥିରେ ପାକିସ୍ତାନ ବିଚଳିତ ହୋଇ ଉଠିଛି। ଏପରିକି ବାଉଳା ହୋଇ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ପାକିସ୍ତାନର ପ୍ରଧନାମନ୍ତ୍ରୀ ଇମ୍ରାନ ଖାନ୍। ଅପରପକ୍ଷେ…

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ଜଳେଶ୍ୱର : ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ…

ଆଜି ଦିଲ୍ଲୀ ଗସ୍ତରେ ଯିବେ ବାଚସ୍ପତି…

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ମାସରେ ଉଗାଣ୍ଡା ରାଜଧାନୀ କାମ୍ପାଲାଠାରେ ୬୪ ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଠକରେ ସବୁ ରାଜ୍ୟର ବିଧାନସଭା ବାଚସ୍ପତିମାନେ ଯୋଗଦେବେ। ରାଜ୍ୟଗୋଷ୍ଠୀ ସମ୍ମିଳନୀ ବୈଠକ ସମ୍ପର୍କରେ ସୂଚନା ପାଇଁ ୨୮ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ…

ଅଚାନକ ହସ୍ପିଟାଲ ପରିଦର୍ଶନ କଲେ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ରାତ୍ରୀ ଭୋଜନରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗ ପରେ ଜିଲ୍ଲାପାଳ କେ. ସୁଦର୍ଶନ ଓ ଏସ୍‌ପି ବି. ଯୁଗଳ କିଶୋର ଅଚାନକ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଗତକାଲି ରାତି ୮ଟା ପରେ ଜିଲ୍ଲାପାଳ ଓ ଏସ୍‌ପି ଅଚାନକ ହସ୍ପିଟାଲ ପରିଦର୍ଶନ କରି…

ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର: ଚୋରି…

ନୂଆଦିଲ୍ଲୀ: ରବିବାର ଦିନ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ସେଦିନଠୁ ସବୁଦିନ ପାଇଁ ଅସ୍ତ ହୋଇଗଲେ ଅରୁଣ। ହେଲେ ଅରୁଣଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ନିଗମବୋଧ ଘାଟରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଯାହା ଆପଣ ଜାଣିବା ପରେ…

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲା…

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍  ଖୋଲା ହୋଇଛି। ମୋଟ୍ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୬୫ ଫୁଟ୍। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୧…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ…

ପୁରୀ: ଶ୍ରୀକ୍ଷେତ୍ର ପୁରୀ ସହର ହେବ ବିଶ୍ୱ ଐତିହ୍ୟ ସହର। ଏଥିପାଇଁ ସରକାର ଯୋଜନା କରିଛନ୍ତି। ପୁରୀ ବିଶ୍ବ ଐତିହ୍ୟ ସହରରେ ପରିଣତ ପାଇଁ ସରକାରଙ୍କ ଘୋଷଣା ପରେ ପୁରୀ ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ସରିଛି। ହେଲେ ଆଜିିଠୁ ଆଜି ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ…