Odisha Link
Bridging the Missing Links in Odisha
Daily Archives

August 27, 2019

ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା…

ଭୁବନେଶ୍ବର :  ଆଉ ମାତ୍ର ସପ୍ତାହ ମଧ୍ୟରେ ଓଡ଼ିଶା ଫେରିବେ ଜଗା କାଳିଆ। ଦିଲ୍ଲୀ ଏମ୍ସରୁ ଏସସିବିକୁ ସ୍ଥାନାନ୍ତର ହେବେ ଜଗା ବଳିଆ। ତେବେ ସେମାନଙ୍କ ଲାଗି ଏଥିପାଇଁ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏମ୍ସର ନିଷ୍ପତ୍ତିରେ କିଛିଟା ବିଳମ୍ବ ହେଉଥିବା…

ପୁଲଓ୍ବାମାରେ ୨ଜଣଙ୍କୁ ଅପହରଣ କଲେ…

ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲ୍ଲାର ତ୍ରାଲରେ ସୋମବାର ସନ୍ଧ୍ୟାରେ ୨ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପହରଣ କରନେଇଛନ୍ତି। ଅପହରଣ କରିଥିବା ୨ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ତ୍ରାଲର ଏକ ଜଙ୍ଗଲରୁ ଗୁର୍ଜର ସମ୍ପ୍ରଦାୟର ୨ଜଣ…

ଇସଲାମର ଆଗମନ ପରେ ଭାରତରେ ଅଛୁଆଁ ପ୍ରଥା…

ନୂଆଦିଲ୍ଲୀ: ଭାତରକୁ ଇସଲମା ଆସିବା ପରେ ଅଛୁଆଁ ବା ଅସ୍ପୃଶ୍ୟତା ପ୍ରଥାର ଆରମ୍ଭ ହୋଇଥିଲା ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସଂଯୁକ୍ତ ମହାସଚିବ କୃଷ୍ଣ ଗୋପାଳ କହିଛନ୍ତି। ସେହିପରି ଦେଶରେ ଦଳିତ ଶବ୍ଦ କ’ଣ ଜଣାନଥିଲା, ଏହା ବ୍ରିଟିଶ ଲୋକଙ୍କ ଷଡ଼ଯନ୍ତ୍ର ‘ବାଣ୍ଟ ଏବଂ ଶାସନ କର’ ନୀତରୁ ସୃଷ୍ଟି…

ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ଅର୍ଥାତ୍ ୨୦୨୦ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ। ଫଳରେ ପରୀକ୍ଷା ଫଳ ପ୍ରକାଶନ ଆଉ ବିଳମ୍ବିତ ହେବ ନାହିଁ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି ଆରମ୍ଭ କରିଛି। ସାଧାରଣତଃ ପ୍ରତିବର୍ଷ ଜାନୁଆରୀ ୨୦ରୁ ପ୍ରାକ୍ଟିକାଲ…

ଗାଁକୁ ରାସ୍ତା ନଥିବାରୁ ଖଟିଆରେ…

କଳାହାଣ୍ଡି : ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିଲା ନାହିଁ ଗାଡି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବାଗବିଲା ଗାଁରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଯୋମନ୍ଥୀ ମାଝୀ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଯୋମନ୍ଥୀ ମାଝୀ ଗତକାଲି ଅସୁସ୍ଥ ହେବାରୁ…

ରେଳ ଧାରଣାରୁ ମୁଣ୍ଡ ବିହୀନ ମୃତଦେହ…

ବ୍ରହ୍ମପୁର : ଗୋଳନ୍ଥରା ରେଳଷ୍ଟେସନ ନିକଟ ରେଳଧରଣାରୁ ମଙ୍ଗଳବାର ସକାଳେ ଏକ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି। ମୃତକଙ୍କ ପରିଚୟ ଜଣାପଡିନଥିବା ବେଳେ ମୃତଦେହ ନିକଟରୁ ଏକ ଏଟିଏମ କାର୍ଡ ଓ ରେଳ ଟିକଟ ମିଳିଛି। ପୁଲିସ ମୁଣ୍ଡକୁ ଖୋଜି ବଫଳ ହେବା ପରେ କେବଳ ଶରୀରକୁ ଜବତ କରି ବ୍ରହ୍ମପୁର ବଡମେଡିକାଲରେ…

ସମସ୍ତ ସମ୍ପତ୍ତି ବୈଧ: ପି. ଚିଦାମ୍ବରମ୍‌

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଉତ୍ତର ଦିଆଯାଇଛି। ସମସ୍ତ ସମ୍ପତ୍ତି ବୈଧ ବୋଲି ଚିଦାମ୍ବରମ୍‌ଙ୍କ ପକ୍ଷରୁ…

ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୋଦୀ ଜେଟଲୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। ଜେଟଲୀଙ୍କ ନିଧନ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ…

ଆରମ୍ଭ ହେଲା ଲଙ୍ଗୁଳି ମଠର ଉଚ୍ଛେଦ…

ପୁରୀ : କିଛି ସମୟ ପୂର୍ବରୁ ପୁରୀର ଶ୍ରୀମନ୍ଦିର ପାଖରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ନେଇ ଲଙ୍ଗୁଳି ମଠ ଓ ଏମାର ମଠକୁ ଲିଖିତ ନୋଟିସ୍ ଦିଆଯାଇଥିଲା। ବହୁ ପ୍ରାଚୀନ ଲଙ୍ଗୁଳି ମଠର ଉଚ୍ଛେଦ କାମ ସରିବାପରେ ଏମାର ମଠର…

ସେଲିବ୍ରିଟିଙ୍କୁ ନକଲ କଲେ ପପୁ: ଦେଖନ୍ତୁ…

ଭୁବନେଶ୍ବର: ସୋସିଆଲ୍‌ ଭିଡିଓ ସାଇଟ୍‌ ଟିକ୍‌ଟକ୍‌ରେ ବିଭିନ୍ନ ସେଲିବ୍ରିଟିଙ୍କୁ ସାଧାରଣ ଜନତା ନକଲ କରୁଥିବା ବେଳେ ଏବେ ଏ ଧାରାରେ ସାମିଲ ହୋଇଛନ୍ତି ହାସ୍ୟାଭିନେତା ପପୁ। କିଛି ବର୍ଷ ଧରି ବିଭିନ୍ନ କାରଣରୁ ପପୁଙ୍କର ପୁପୁଲାରିଟି କମିଥିବା ବେଳେ ସେଭଳି ବିଶେଷ କିଛି କାମ ବି ପାଉନାହାନ୍ତି ବିଗତ ଦିନର…