Odisha Link
Bridging the Missing Links in Odisha
Daily Archives

August 27, 2019

ରାନୁ ମଣ୍ଡଳଙ୍କ ନକଲ କରିବା ନେଇ ମୁହଁ…

ଭୁବନେଶ୍ୱର : ସୋସିଆଲ ମିଡିଆରେ ସେନସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଡଡ୍ ସଂଗୀତ ନିର୍ଦେଶକ ହିମେଶ ରେଶମିୟାଁଙ୍କ ସହ ଯେଉଁ ଗୀତ ରେକର୍ଡ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର…

ଡମ୍ଫର ଧକ୍କାରେ ୪ବର୍ଷର ଶିଶୁ ମୃତ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ବାଦାମପାହାଡ଼ ମାଇନ୍ସ ଅଫିସ ନିକଟରେ ଡମ୍ଫର ଧକ୍କାରେ ୪ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ ବାଦାମପାହାଡ଼ ସିପି ହାଟିଙ୍ଗର ଆରତୀ ବାଦ୍ରା। ଅଭିଭାବକ ବାଦାମପାହାଡ଼ ଶିଶୁ ମନ୍ଦିର ସ୍କୁଲରୁ ଶିଶୁଟିକୁ ନେଇ ବାଇକରେ ଘରକୁ ଫେରୁଥିବା ବେଳେ…

୧୯ କିଲୋର ଗଞ୍ଜେଇ ଜବତ

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା ଘାଟ ନିକଟରୁ ୧୯ କିଲୋର ଗଞ୍ଜେଇ ଜବତ ହୋଇଛି। ବ୍ରହ୍ମପୁରଠାରୁ ପୁରୀକୁ ଏକ ଇଣ୍ଡିଗୋ କାରରେ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ କୃଷ୍ଣପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି। ଏହି ଘଟଣାରେ ଦୁଇ…

ଦିଲ୍ଳୀର ଫିରୋଜ ଶାହା ଷ୍ଟାଡିୟମ୍‌ ଅରୁଣ…

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ୍‌ ନାମ ଇତିହାସ ହୋଇ ରହିଯିବ। କାରଣ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ। ଏପରି ନିଷ୍ପତ୍ତି ନେଇଛି ଦିଲ୍ଲୀ ଆଣ୍ଡ ଡିଷ୍ଟିକ୍ଟ କ୍ରିକେଟ ଆସୋସିଏସନ୍‌ (ଡିଡିସିଏ)। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ…

କୁଏତରେ ଫସିରହିଥିବା ଓଡ଼ିଆ ଶ୍ରମିକ ଘରକୁ…

ଭୁବନେଶ୍ବର: ଭିଟାମାଟିକୁ ଫେରିଲେ ୧୨ ଓଡ଼ିଆ ଶ୍ରମିକ। କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ…

ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ

ଅନୁଗୋଳ : ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ସେକେଣ୍ଡ ପାଇଁ ଅମୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରିଆସିଥିଲେ। ଭୂମିକମ୍ପର ତୀବବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ ସେକେଣ୍ଡ ପାଇଁ…

ପରୀକ୍ଷାରେ ଖରାପ ଫଳ ଯୋଗୁଁ ଆତ୍ମହତ୍ୟା…

ରାଉରକେଲା : ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ…

ପୁରୀ ଉଚ୍ଛେଦ ପ୍ରକ୍ରିୟା :…

ଭୁବନେଶ୍ୱର : ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ପରେ ଆଜି ପାଚେରୀଠୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ମଧ୍ୟ ଉଚ୍ଛେଦ କରାଯାଉଛି। ତେବେ ବ୍ୟବସାୟୀ ଓ ସ୍ଥାନୀୟ…

ଶାହାଜାହାନପୁରରେ ମର୍ମନ୍ତୁଦ ସଡ଼କ…

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ପ୍ରଥମେ ଗୋଟିଏ ଅଟୋ ଏବଂ ଭ୍ୟାନ୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଅବସ୍ଥା…

ବିଜୁଳି ପରେ ପାଣି ବିଲ ଛାଡ଼ କଲେ…

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଆଉ ଏକ ବଡ଼ ଉପହାର ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ…