Odisha Link
Bridging the Missing Links in Odisha
Daily Archives

September 1, 2019

ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ…

ନୂଆଦିଲ୍ଲୀ: ଦେଶରେ ଦେଖାଯାଉଥିବା ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେ କହିଛନ୍ତି କି, ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ମନୁଷ୍ୟକୃତ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଆଜି ଖରାପ୍ ହୋଇଚି। ତେଣୁ ମାନ୍ଦାବାସ୍ଥାରୁ ମୁକୁଳିବା…

୫ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯାଇଛି। କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ। ସେହିପରି ମହାରାଷ୍ଟ୍ରର ରାଜ୍ୟପାଳଭାବେ ଭଗତ ସିଂହ…

 ଗ୍ୟାସ୍‌ ଟାଙ୍କି ଫାଟି ୧ମୃତ, ଜଣେ…

କେନ୍ଦ୍ରାପଡା: ଜମ୍ବୁ ମେରାଇନ ଥାନା ଅଧୀନରେ ଥିବା ଖରିନାସୀ ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କି ଫାଟିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମରି ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହାତ…

ଓଡ଼ିଶାର ପବିତ୍ରମୋହନ ଦାଶଙ୍କୁ ମିଳିବ…

ଭୁବନେଶ୍ବର: ଆଉ ୩ଦିନ ପରେ ସାରା ଭାରତ ପାଳନ କରିବ ଗୁରୁ ଦିବସ। ପ୍ରତିବର୍ଷ ଗୁରୁ ଦିବସରେ ଦେଶର କୋଣ ଅନୁକୋଣରୁ ମନୋନୀତ ହୋଇଥିବା ଶିକ୍ଷକମାନେ ଜାତୀୟ ଶିକ୍ଷକ ପୁରସ୍କାର ପାଇଥାନ୍ତି। ସେହିପରି ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରୁ ମନୋନୀତ ହୋଇଥିବା ୪୬…

ଆଜିଠୁ ମିଳିବ ସ୍ୱିସ୍ ବ୍ୟାଙ୍କ…

ନୂଆଦିଲ୍ଲୀ: ଆଜିଠୁ ମିଳିବ ସ୍ବିସ୍‌ ବ୍ୟଙ୍କ ସମ୍ବନ୍ଧୀୟ ତଥ୍ୟ। କଳାଧନ ବିରୋଧରେ ଅନ୍ୟତମ ସଫଳତା ସ୍ୱରୂପ ଆଜିଠାରୁ ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ବାବଦରେ ତଥ୍ୟ ମିଳିବା ଆରମ୍ଭ ହେବ। ଏହାଫଳରେ କେଉଁ ଭାରତୀୟଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ସହ…

ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ…

ଭୁବନେଶ୍ବର: ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଆୟୋଜିତ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ…

ଗାଡ଼ି ଚାଳକ ସାବଧାନ, ଆଜିଠୁ ନିୟମ…

ଭୁବନେଶ୍ବର: ଗାଡ଼ି ଚାଳକ ଏଣିକି ସାବଧାନ। ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ। ନହେଲେ ଗଣିପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ। ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର…