Odisha Link
Bridging the Missing Links in Odisha
Daily Archives

September 4, 2019

ନବୀନଙ୍କ ନୂଆ ମିଡିଆ ଟିମ୍‌ , ଜାଣନ୍ତୁ…

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରିଛନ୍ତି। ଜାତୀୟ ମୁଖପାତ୍ର: ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର, କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ…

ଅଟୋକୁ ଜରିମାନା ୪୭ ହଜାର

ଭୁବନେଶ୍ୱର: ନୂଆ ମୋଟର ଯାନ ଆକ୍ଟ ପରେ ଭୁବନେଶ୍ୱରରେ ଫସିଲେ ଜଣେ ଅଟୋ ଚାଳକ। ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ୪୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଗୋଟିଏ କି ଦୁଇଟି ନୁହେଁ ମୋଟ ୮ଟି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ଅଟୋ ଚାଳକଙ୍କ ଉପରେ ଏହି ଜୋରିମାନା କରାଯାଇଛି। ଆଶ୍ଚର୍ଯ୍ୟ…

ଶ୍ରୀକ୍ଷେତ୍ର ନୁହେଁ କୁରୁକ୍ଷେତ୍ର: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ ବିଷୋଦଗାର କରି କହିଛନ୍ତି ଯେ, ଶ୍ରୀକ୍ଷେତ୍ର ଏବେ ପାଲଟିଛି କୁରୁକ୍ଷେତ୍ର। ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ହେଉଛି ସରକାରଙ୍କ ଏକ…

ଶ୍ରୀକ୍ଷେତ୍ର ପାଲଟିଛି କୁରୁକ୍ଷେତ୍ର:…

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପାଲଟିଛି କୁରୁକ୍ଷେତ୍ର। ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦଗାର କରି ଶ୍ରୀ ମହାପାତ୍ର ଏପରି କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର…

୨ ଆତଙ୍କବାଦୀଙ୍କୁ ଧରିଲା ଭାରତୀୟ ସେନା,…

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ୨ ଆତଙ୍କବଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ…

ଏନ୍‌ଜିଟି ସଦସ୍ୟ ହେଲେ ଆଇଏଫଏସ୍‌…

ନୂଆଦିଲ୍ଲୀ: ଜାତୀୟ ସବୁଜ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ। କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସିଦ୍ଧାନ୍ତଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି। ଏବେ ଭାରତ ସରକାରଙ୍କ ପରିବେଶ ଓ…

ପୁରୀରେ ମଠ ଉଚ୍ଛେଦ ନେଇ ବସିଲା ବୈଠକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ଉଚ୍ଛେଦ ଲାଗି ଯେଉଁ ନିଷ୍ପତ୍ତି ହୋଇଛି ତା’ର…

ଭଉଣୀକୁ ବଞ୍ଚାଇ ଭାଇ ମୃତ

ବଲାଙ୍ଗିର: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୁରିବାହାର ଥାନା ଗୁରୁଣ୍ଡା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଓଳାଇବା ବେଳେ ଉଭଣୀ ଜଣକ ବିଦୁ୍ୟତ ତାର ସମ୍ପର୍କରେ ଆସିଯାଇଥିଲେ। ଏହି ଅବସରରେ ଉଭଣୀକୁ ଉଦ୍ଧାର କରିବାକୁ ଯାଇଥିବା ବଡ଼ ଭାଇକୁ…

୩୦ ବର୍ଷ ପରେ ଗାଁକୁ ଫେରିଲେ ସୁମିତ୍ରା

ବାରିପଦା: ଦୀର୍ଘ ୩୦ ବର୍ଷ ପରେ ଘରକୁ ଫେରିଲେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପରିଆକୁଲି ଗ୍ରାମର ସୁମିତ୍ରା ବେହେରା। ବର୍ଷେ କିମ୍ବା ୨ବର୍ଷ ନୁହେଁ ପୁରା ୩୦ ବର୍ଷ ପରେ ନିଜ ମାଟିକୁ ଆସିଛନ୍ତି ସୁମିତ୍ରା। ମୁମ୍ବାଇ ର ଏକ ପ୍ରତିଷ୍ଠିତ ଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ…

୨ ଟ୍ରାଫିକ କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର : ଡ୍ୟୁଟି ସମୟରେ ମଦ୍ୟପାନ କରିବା ଦୁଇ ଜଣ ଟ୍ରାଫିକ କନଷ୍ଟବଳଙ୍କୁ ମହଙ୍ଗା ପଡ଼ିଛି। ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ…