Odisha Link
Bridging the Missing Links in Odisha
Daily Archives

September 6, 2019

ମଧ୍ୟପ୍ରଦେଶ କଂଗ୍ରେସ କନ୍ଦଳରେ ମୁଣ୍ଡ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସରେ ଲାଗି ରହିଥିବା ଦଳୀୟ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ସୋନିଆ ଗାନ୍ଧି। ବର୍ତ୍ତମାନର ସରକାରରେ ଦଳୀୟ ନେତାମାନେ ନିଜ ମଧ୍ୟରେ ଥିବା ତିକ୍ତତାକୁ ତୁରନ୍ତ ଶେଷ କରିବା ସହ ଜଣେ ଅନ୍ୟ ଜଣଙ୍କ ବିରୋଧରେ ମତ ନଦେବାକୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ସତର୍କ କରାଇଛନ୍ତି।…

ଟ୍ରାଫିକ ନିୟମକୁ ପୁଲିସ ବାବୁଙ୍କ…

ଭୁବନେଶ୍ବର: ନୂଆ ମୋଟର ଆଇନକୁ ନେଇ ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା। ତାଠୁ ବଳି ଚର୍ଚ୍ଚା ହେଉଛି ଜୋରିମାନାକୁ ନେଇ। ଯଦି ବାଇକ୍‌ ଚାଳକ ବିନା ହେଲମେଟରେ ଏବଂ ଆଇନ୍‌ ଉଲଘଂନ କଲା ତେବେ ତାକୁ ବଡ଼ ଧରଣର ତଣ୍ଡ ଗଣିବାକୁ ପଡ଼ୁଛି। ଖୋଦ୍‌ ପୁଲିସ୍‌ ବାବୁ ମାନେ ଫାଇନ୍‌ ଆଦାୟ କରୁଛନ୍ତି। ହେଲେ ପୁଲିସ୍‌…

ଜୋରିମାନା ଦେବା ବଦଳରେ ବାଇକ ଜାଳିଦେଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। କାଗଜପତ୍ର…

କୋର୍ଟରେ ହାଜର ହେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ବର କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ୨୦୦୪ ଓ ୨୦୧୧ରେ ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି। ପୂର୍ବରୁ କୋର୍ଟ ଦ୍ବାରା ଧାର୍ଯ୍ୟ ହୋଇଥିବା ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କୋର୍ଟରେ ହାଜର…

କେଉଁ ପାହ୍ୟା ପାଇଲେ କେଉଁ ନେତା,…

ଭୁବନେଶ୍ବର: ଶୁକ୍ରବାର ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିବାବେଳେ ଆଉ କେତକଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ସରକାରୀ ପଦପଦବୀରେ…

ଆଉ ହେବ ନାହିଁ ଗାଡ଼ିର ପ୍ରଦୂଷଣ ଯାଞ୍ଚ!

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। ଇଚ୍ଛା…

ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ସବୁଆଡ଼େ ଧରପଗଡ଼ ଚାଲିଛି। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ ଉଠିଲାଣି…

ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ହେଲେ…

ବାଂଲାଦେଶ: ଟେଷ୍ଟ କ୍ରିକେଟର ସର୍ବକନିଷ୍ଠ ଅଧିନାୟକ ମାନ୍ୟତା ପାଇଛନ୍ତି ରସିଦ୍‌ ଖାନ୍। ଆଫଗାନିସ୍ତାନର ଟେଷ୍ଟ ଦଳର ଅଧିନାୟକ ରସିଦ୍‌ ଖାଁ ବିଶ୍ବର ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ହୋଇ ପାରିଛନ୍ତି। ଦୀର୍ଘ ୧୫ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛନ୍ତି ରସିଦ୍‌ ଖାନ୍‌। ଗୁରୁବାର ଘରୋଇ ବାଂଲାଦେଶ ବିପକ୍ଷରେ…

ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ…

ପୁରୀ: କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ କରାଯିବା ଦରକାର। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ଘଟଣାରେ ଏହା କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଚରଣ ଦାସମହାପାତ୍ର। ସେ କହିଛନ୍ତି ଯେ, ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ…

ପି.ଚିଦାମ୍ବରମ୍: ତିହାର ଜେଲରେ କେମିତି…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ନୂଆ ଠିକଣା ତିହାର ଜେଲ୍। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ପି.ଚିଦାମ୍ବରମ୍। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ ଦେଶର ଏହି…