Odisha Link
Bridging the Missing Links in Odisha
Daily Archives

September 10, 2019

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: କମିଶନରେଟ୍ ପୁଲିସ ଆଜି ଜଣେ କୁଖ୍ୟାତ ବ୍ରାଉନସୁଗାର ଡ଼ିଲରକୁ ଗିରଫ କରିଛି। ସେ ବିଭିନ୍ନ ଏଜେଣ୍ଟମାନଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲା। ଏହି ଏଜେଣ୍ଟମାନଙ୍କ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ପଠାଯାଉଥିଲା। ଅଭିଯିକ୍ତ ନିକଟରୁ ୨୫୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର…

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ!

ଭୁବନେଶ୍ୱର: ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା ହୋଇଛି। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି ଚାଷୀମାନେ କ୍ଷତି ସହୁଥିବା କଥା ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପୂର୍ବ ଅପେକ୍ଷା ଗୋଖାଦ୍ୟର ଦର ବୃଦ୍ଧି ପାଇଛି, ମାତ୍ର ସେହି…

ଶତ୍ରୁରୁ ପାଲଟିଲେ ପରମ ମିତ୍ର, ବାଣ୍ଟିଲେ…

ଅହମ୍ମଦାବାଦ: କଥାରେ ଅଛି ସମୟ ବଡ଼ ବଳବାନ। ସମୟ କେତେବେଳେ ବନ୍ଧୁତା ସୃଷ୍ଟି କରିଥାଏ ତ ଆଉ କେତେବଳେ ଶତ୍ରୁତା ସୃଷ୍ଟି କରିଥାଏ। ଜାଣନ୍ତୁ ଏମିତି ଏକ ଘଟଣା। ଦିନ ଥିଲା ୨ ଜଣ ପରମ ଶତ୍ରୁ ଥିଲେ। ଆଉ ଦୁଇଜଣଙ୍କ ଆଖିରେ ଜଳୁଥିଲା ପ୍ରତିହିଂସାର ନିଆଁ। ସୁଯୋଗ ମିଳିଲେ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ…

ଶ୍ରୀକ୍ଷେତ୍ରକୁ ଏମିତି ସମ୍ମାନ! ଆସ୍ଥା ଓ…

ପୁରୀ: ସ୍ୱଚ୍ଛ ଭାରତର ଆହ୍ୱାନ ଦିଆଯାଉଥିବାବେଳେ ରାସ୍ତାକଡ ଓ ପାଚେରୀ କଡରେ ପରିଶ୍ରା କରିବାର ଖରାପ ଅଭ୍ୟାସ ଏବେ ବି ଅଛି। ସ୍କୁଲ ପାଚେରୀ ହେଉ ବା କୌଣସି ଅଫିସ କାର୍ଯାଳୟର ପାଚେରୀ ନିରୋଳା ଦେଖି କିଛି ଲୋକ ଏସବୁ ଜାଗାକୁ ପରିଶ୍ରା କରିବାର ଜାଗା ବୋଲି ଭାବିନିଅନ୍ତି। ହେଲେ ବିଭିନ୍ନ ଧାର୍ମିକ…

ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା :…

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଫଳରେ ନିଖୋଜ ଘଟଣାରେ ଚତୁର୍ଥ ଦିନରେ ୩ ନିଖୋଜ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରୋଡ ଗ୍ରାମର ରମେଶ ସାହୁ। ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଆ ବାଲିଘାଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୋଟ୍ ୪ଜଣ ନିଖୋଜ ହୋଇଥିବାବେଳେ ଦୁଇ…

ସ୍କୁଲ ଛାତ୍ରଙ୍କ ଉପରେ କାର୍ ଚଢ଼ାଇ…

ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି ଦୁଇ ଛାତ୍ର। ଏଦୁହିଁଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏ ଦୁଇ ଛାତ୍ରଙ୍କର ନୂଆ ସାଇକେଲ କିଣାଯାଇଥିଲା। ସେମାନେ ଭୋର ସମୟରେ ଘରୁ ସାଇକେଲ ଧରି ୧୬ ନଂ ଜାତୀୟ ରାଜପଥକୁ ଚାଲି…

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା…

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ଗୁରୁଦ୍ବାରରେ ମଦ୍ୟପ ସ୍ବାମୀର ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ପାଖରେ ଏକ ସିମେଣ୍ଟ ଦୋକାନ ଆଗରେ ପକାଇ ଦେଇ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ,…

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ…

ସମ୍ବଲପୁର: ସମ୍ବଲପୁରର ପୋଲିସର ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର ହୋଇଛି। ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍‌କାଉଣ୍ଟର। ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍‌କାଉଣ୍ଟର। କୁଲୁଥକାନି ଧନକଉଡା…

ପୁରୀରେ ଡବଲ୍ ଏନ୍‌କାଉଣ୍ଟର

ପୁରୀ : ପୁଣି ଆକ୍ସନରେ ପୋଲିସ୍। ପୁରୀରେ ଏନ୍‌କାଉଣ୍ଟର। ତାଳବଣିଆ ଓ ବାସେଲିସାହି ଅଞ୍ଚଳରେ ଦୁଇ ଜଣଙ୍କୁ ଏନ୍‌କାଉଣ୍ଟର କରିଛି ପୁରୀ ପୋଲିସ୍। ଏନ୍‌କାଉଣ୍ଟର ହୋଇଥିବା ଦୁଇ ଅପରାଧୀ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ ଖାଁ ବୋଲି ଜଣାପଡିଛି। ଏମାନଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା…

ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମଳିଛି ଏକ ହୃଦୟବିଦାରକ ଘଟଣା। ଟ୍ରେନରୁ ଡେଇଁପଡ଼ିଲେ ୨ଭଉଣୀ। କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ। ଆଉ ପରେ ଜାଣିବାକୁ ପାଇଲେ, ସେମାନେ ଚଢ଼ିଥିବା ଟ୍ରେନ୍‌ଟି ପାସେଞ୍ଜର ନୁହେଁ…