Odisha Link
Bridging the Missing Links in Odisha
Daily Archives

September 10, 2019

ମଧ୍ୟାହ୍ନ ଭୋଜନରେ କ୍ଷୀରଦହି

ଭୁବନେଶ୍ବର : ଏଣିକି ମଧ୍ୟାହ୍ନ ଭୋଜନନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ଆସିଥିବା ପ୍ରସ୍ତାବକୁ ତର୍ଜମା କରିଛନ୍ତି ସରକାର। ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ। ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ। ଏହା କହିଛନ୍ତି ଖାଦ୍ୟ ଓ ଯୋଗଣା ମନ୍ତ୍ରୀ…

ଭାରତର ଆଶ୍ରୟ ଲୋଡିଲେ ଇମ୍ରାନ ଖାନଙ୍କ…

ନୂଆଦିଲ୍ଲୀ: ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି। ହିନ୍ଦୁ ଓ ଶିଖ୍‌ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ସେଠାରେ ସେମାନେ ବହୁତ ନିର୍ଯାତିତ ହେଉଛନ୍ତି। ବହୁ କଷ୍ଟରେ ସେଠାରେ ସମସ୍ତେ ରହୁଛନ୍ତି। ଏମିତିକି ମୁସଲମାନମାନେ ମଧ୍ୟ ସେଠାରେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି ପାକିସ୍ତାନ ନେତା ବଲଦେବ…

ଜୋରିମାନା ନେଲେ, ହେଲମେଟ୍‌ ଦେଲେ

ଭୁବନେଶ୍ବର : ବଦଳିଲା ଟ୍ରାଫିକ ପୁଲିସର ତରିକା। ଜୋରିମାନା ବଦଳରେ ନୂଆ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଉଛି। ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କାର ଫାଇନ୍ ନିଆଯାଇ, ତାଙ୍କୁ ହେଲମେଟ୍ ଦିଆଯାଉଛି। ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ -ପବ୍ଲିକ ଧସ୍ତାଧସ୍ତି…

ନିର୍ଦ୍ଧାରିତ ତିଥିରେ କରନ୍ତୁ ରଥଯାତ୍ରା:…

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସ୍ତୁତି ବିବାଦରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏକ ପ୍ରେସ ରିଲିଜ ଜରିଆରେ ନିଜର ପ୍ରତିକ୍ରିୟା ରଖି ଗଜପତି ମହାରାଜା କହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ ଶୁକ୍ଳ…

୫୦୦ ନା ୫୦୦୦

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ସେପ୍ଟମ୍ବର ପହିଲାରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ଏହି ଆଇନ ଆଳରେ ଉଭୟ ପୁଲିସ୍‌ ଓ ରାଜ୍ୟ ପରିବହନ ଅଧିକାରୀ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିଥିଲେ। ଯାହାଫଳରେ ନିୟମ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି ପ୍ରଶାସନ। ତାଠାରୁ ବେଶି ଚର୍ଚ୍ଚା ଜୋରିମାନା…

ମାରିଦେଲା ମାଙ୍କଡ଼

ବାରଙ୍ଗ: ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପୋଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହନୁ ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ହରସ ମହାନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ନଦୀ ବନ୍ଧରେ ଫୁଲ ତୋଳୁ ଥିବା ସମୟରେ ଏକ ଉତ୍ପାତିଆ ହନୁ ତାଙ୍କ ଉପରକୁ ଡେଇଁ ପଡି ଥିଲା।…

ଟ୍ରାଫିକ୍‌ ନିୟମର ନୂଆ ଫର୍ମୁଲା

ଭୁବନେଶ୍ବର: ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା। ଚକୋଲେଟ ଓ ଗୋଲାଫ ଫୁଲ ନିଅ, କିନ୍ତୁ ଟ୍ରାଫିକ୍  ନିୟମ ମାନନ୍ତୁ । ଭୁବନେଶ୍ୱର ପରେ କଟକରେ ଲୋକଙ୍କୁ ଟ୍ରାଫିକ ନିୟମ ନେଇ ଏପରି ସଚେତନ କରାଯାଉଛି। ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି। ନୂଆ ମୋଟରଯାନ…

ବାପ କରିଥିଲା ପାପ

ଭବାନପାଟଣା: ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଧାଫାସ ହୋଇଛି। ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିବା ବାପା ସ୍ୱୀକାର କରିଛି। ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନରେ ପକାଇ ଦେଇଥିଲା। ପରେ ଘରକୁ ଫେରି ୨ ପିଲାଙ୍କୁ ନୃଶଂସଭାବେ କଳାକାଟି ହତ୍ୟା କରିଥିଲା। ନିଜର ପରକୀୟା ପ୍ରୀତି…

ବଢ଼ିଲା ଚାଷୀ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଚାଷୀ ପଞ୍ଜିକରଣ ଅବଧିକୁ ବଢ଼ାଇଛନ୍ତି। ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ବଢ଼ାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ପଞ୍ଜିକରଣର ଶେଷ ଦିନ ଥିବାବେଳେ ଏହାକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ…

୮ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଗିରଫ ହେଲେ ୮ ଆତଙ୍କବାଦୀ। ଜମ୍ମୁ କଶ୍ମୀରର ଦକ୍ଷିଣ କଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେବା ଅଭିଯୋଗରେ ୮ ଲସ୍କର-ଇ-ତୋଇବାର ଆତଙ୍କବାଦୀ ଗିରଫ ହୋଇଛନ୍ତି। ସୋମବାର ଦକ୍ଷିଣ କଶ୍ମୀରର ସୋପୋରରେ ଏହି ଆତଙ୍କବାଦୀ ଗିରଫ ହୋଇଛନ୍ତି। ଶନିବାର ଦକ୍ଷିଣ କଶ୍ମୀରରେ ଏକ ଫଳ ବ୍ୟବସାୟୀ ଘର…