Odisha Link
Bridging the Missing Links in Odisha
Daily Archives

September 17, 2019

ହେଲ୍‌ମେଟ୍‌ ବଞ୍ଚାଇଲା ଏହି ଅଭିନେତାଙ୍କ…

ଭୁବନେଶ୍ବର :ଏକ ବାଇକ୍‌ ଦୁର୍ଘଟଣାର ବଲିଉଡ୍‌ର ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଆହତ ହୋଇଛନ୍ତି। ସିଦ୍ଧାର୍ଥ ଓ କଳାକାର ଶିବ ପଣ୍ଡିତ୍‌ ସାଥୀ ହୋଇ ଯାତ୍ରା କରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏକ ପାହାଡ଼ିଆ ଅଞ୍ଚଳକୁ ଗାଡ଼ି ଚଳାଇବା ପାଇଁ ସିଦ୍ଧାର୍ଥ ଓ ଶିବ ଯାଇଥିଲେ।ଗାଡ଼ି…

ଆଇନ ଅନୁସାରେ ପୁରୀ ଉଚ୍ଛେଦ କାର୍ଯ୍ୟ…

ଭୁବନେଶ୍ବର: ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର। ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି…

ଗାନ୍ଧି ଜୟନ୍ତିରୁ ରାଜ୍ୟରେ ପ୍ଲାଷ୍ଟିକ୍‌…

ଭୁବନେଶ୍ବର: ରାଜ୍ୟରେ ହେବ ପ୍ଲାଷ୍ଟିକ୍‌ ବ୍ୟାନ। ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍ ହେବ। ଏଥିସହିତ ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ। ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…

କାଷ୍ଟିଂ କାଉଚ୍ ବିଷୟରେ ମୁହଁ ଖୋଲିଲେ…

ଭୁବନେଶ୍ବର : କିଛି ବର୍ଷହବ ଅନେକ ବଲିଉଡ୍ ଅଭିନେତ୍ରୀ କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଥିଲେ । ଏବଂ ମଝିରେ #metoo ଅଭିଯାନରେ ମଧ୍ୟ ବହୁ ଅଭିନେତ୍ରୀ ତଥା ସେଲେବ୍ରିଟି ସାମିଲ ହୋଇଥିଲେ ଏବଂ ସେମାନେ କିପରି ଅସଦାଚରଣ ତଥା ଯୌନ ନିର୍ଯାତନାର ଶିକାର ହୋଇଥିଲେ, ସେ ବିଷୟରେ କହିଥିଲେ । କିପରି କାଷ୍ଟିଂ…

ବିନିକାରେ ଜଣ୍ଡିସ ଆତଙ୍କ

ଭବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଏସ୍‌. ରାମପୁର ଗାଁରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି । ଅଭିଯୋଗ ଆସିଛିକି ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛି।ସେମାନଙ୍କ ମଧ୍ୟରୁ ୭ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୬୯ ବର୍ଷରେ ପଦାର୍ପଣ କଲେ ମୋଦି। ଏହି ଅବସରରେ ସାରା ଦେଶ ତଥା ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଲେଖିଛନ୍ତି,…

ମୋଦି ଜନ୍ମଦିନରେ କଲେ ନର୍ମଦା…

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୬୯ ବର୍ଷ ବୟସରେ ପାଦ ଥାପିଲେ ମୋଦି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଗୁଜୁରାଟ ଯାଇଛନ୍ତି ମୋଦି। ଆଜି ଜନ୍ମଦିନ ପାଳନ ପୂର୍ବରୁ ମାଙ୍କ ଠାରୁ ଆଶିର୍ବାଦ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ଜନ୍ମଦିନ ଅବସରରେ ଗୁଜରାଟରେ…

ବିନା ହେଲମେଟରେ ଗାଡ଼ି ଚଳାଇ ଯାଇଛି ୪୩,…

ନୂଆଦିଲ୍ଲୀ: ଗୋଟିଏ ପଟେ ନୂଆ ଟ୍ରାଫିକ ନିୟମ ଓ ଜୋରିମାନା ଆଦାୟକୁ ନେଇ ଦେଶ ତମାମ ଚର୍ଚ୍ଚା। ଅପରପକ୍ଷେ ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ପ୍ରକାଶ ପାଇବା ପରେ ସମସ୍ତେ ଚକିତ। କିଛି ରାଜ୍ୟ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍‌ ଉଲ୍ଲଙ୍ଘନର ଭୟଙ୍କର…

ଡାକ୍ତର ହେବ ତ ଏମିତି, ରୋଗୀକୁ କାନ୍ଧରେ…

ମାଲକାନଗିରି: କଥାରେ ଅଛି ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ। ଆଉ ଯେତେବେଳେ ଦେବଦୂତ ହୋଇ ଆସନ୍ତି ଡାକ୍ତର ସେତେବେଳେ ଭଗବାନଙ୍କ ସ୍ବରୂପ ମନାଯାଇଥାଏ। ଏଭଳି ଦେବଦୂତ ହୋଇ ଆସିଛନ୍ତି ଜଣେ ଡାକ୍ତର। ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଏପରି ଜଣେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି।…

ଆପଣ ଫ୍ରିଜରେ ଅଟାଚକଟା ରଖୁଛନ୍ତି କି?

ଭୁବନେଶ୍ବର : ଫ୍ରିଜ୍ ଏପରି ଏକ ଯନ୍ତ୍ର ଖାଦ୍ୟକୁ ବହୁତ ଦିନ ଯାଏ ସତେଜ କରି ରଖିବାରେ ସାହାର୍ଯ୍ୟ କରେ । ଘରେ ମା ମାନେ ଶୀଘ୍ର ବ୍ରେକଫାଷ୍ଟ ତିଆରି କରିବା ପାଇଁ ଫ୍ରିଜରେ ଅଟାକୁ ଚକଟି ରଖିଥାନ୍ତି । ସେହି ଅଟାକୁ ତାପରଦିନ ବ୍ୟବହାର କରିଥାନ୍ତି ।ବାସି ଅଟାରେ ରୁଟି ତିଆାର କରିବା କଥାନୁହେଁ,କାରଣ ଏହା…