Odisha Link
Bridging the Missing Links in Odisha
Daily Archives

September 17, 2019

ବିଭିନ୍ନ କାର୍ଯ୍ୟାଳୟକୁ କୃଷି…

ଭୁବନେଶ୍ବର: ଆଜି କୃଷିମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଭୁବନେଶ୍ୱର ଶହୀଦ ନଗର ଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲାକୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରିବାସହିତ ଉପସ୍ଥାନ ଖାତା…

ଇସ୍ପାତ ଶିଳ୍ପର କଞ୍ଚାମାଲ ପାଇଁ…

ନୂଆଦିଲ୍ଲୀ: ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍) ନିଜ ଉତ୍ପାଦିତ ଲୁହାପଥରର ୨୫ ପ୍ରତିଶତ ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରଣାଳୟକୁ ଅନୁମତି ଦେଇଛି। ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

‘ଅସ୍ତ୍ର’ର ସଫଳ ପରୀକ୍ଷଣ, ଦେଖନ୍ତୁ…

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ବଙ୍ଗୋପସାଗର ଉପକୂଳରେ ‘ଏୟାର ଟୁ ଏୟାର’ ମିସାଇଲ୍ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ଏସ୍‌ୟୁ-୩୦ ଏମ୍‌କେଆଇ ଯୋଗେ ଆକାଶ ମାର୍ଗରୁ ହିଁ ଏହି ପରୀକ୍ଷଣ କରାଯାଇଛି। ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଏୟାର ଟୁ ଏୟାର ମିସାଇଲ୍। ଆଜି ଏହାର କ୍ଷମତା ବାବଦରେ…

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଦିବସ…

ନୟାଗଡ଼: ସତସଙ୍ଗ ବିହାର ପରିସର ମଧ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ୧୩୨ତମ ଶୁଭ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରତୁଶରେ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାଥନା, ସଦ ଗ୍ରନ୍ଥ ପାଠ, ମାତୃ ସମିଳନୀ, ସଂଗତାଞ୍ଜଳି, ହୋଇଥିଲା ପରେ ଠାକୁରଙ୍କ ଦିବ୍ୟ ଜୀବନୀ ଉପରେ ଆଲୋଚନା…

ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାର ଉଦଘାଟିତ,…

ନୟାଗଡ଼: ଆଜି ନୟାଗଡ଼ ପି.ଟି.ଏସ୍‌ ରୋଡ଼ସ୍ଥିତ ନୟାଗଡ଼ ଦର୍ପଣ ଅଫିସ୍‌ କାର୍ଯ୍ୟାଳୟ ପରିସରରେ ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାରରୁ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ଆୟୋଜିତ ସଭାରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା…

ମୁଁ ରେଣ୍ଟ ଦେବି, ମତେ ୪ମାସ ରହିବାକୁ…

ଭୁବନେଶ୍ବର: ଗତକାଲି ବାଚସ୍ପତି ସରକାରୀ କ୍ବାର୍ଟର ମାଡ଼ ବସିଥିବା ନେତାଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦେଇଥିଲେ। ଏ ନୋଟିସକୁ ନେଇ ରାଜ୍ୟ-ରାଜନୀତି ହଲଚଲ ହୋଇଛି। ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି…

ନିଜ ଟି-ସାର୍ଟରେ ହିରୋଇନଙ୍କ ନାମ ଲେଖି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣିଥରେ ଚର୍ଚ୍ଚାରେ। ଏଥର ଏକ ହିରୋଇନଙ୍କ ନାମକୁ ନେଇ ଚର୍ଚ୍ଚାରେ ବିରାଟ। ବିରାଟଙ୍କ ଟି ସାର୍ଟକୁ ନେଇବି ଚର୍ଚ୍ଚା। ବିରାଟ ନଦୀ କୂଳରେ ଧଳା ଟି-ସାର୍ଟ ପିନ୍ଧି ବସିଥିଲା ବେଳେ ଛାତିରେ ‘ଏ’ ଏବଂ ତା’ ଉପରେ ହୃଦୟ ଚିହ୍ନ ଥିବା ଦେଖିବାକୁ…

ମାଲାୟାଲମ ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ…

ମୁମ୍ବାଇ: ମାଲାୟାଲମ ସିନେମା ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍‌ କମିଂସିନେମା 'ଧମାକା'ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ମାଲାୟାଲର ଅଭିନେତା  ଶକ୍ତିମାନ ପୋଷାକରେ ଥିବା ଦେଖିବାକୁ ମିଳିଥିଲା ।ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁକେଶ ଖାନ୍ନା କ୍ରୋଧିତ…

ଜନ୍ମଦିନରେ ମା’ଙ୍କ ସହ ମଧ୍ୟାହ୍ନ…

ନୂଆଦିଲ୍ଲୀ: ୬୯ ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଙ୍କୁ ସାକ୍ଷାତ କରିଛନ୍ତି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। https://twitter.com/ANI/status/1173891322165379072 ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’…

କାଳିଆ ଯୋଜନାରେ ସରକାରୀ କର୍ମଚାରୀ

ଭୁବନେଶ୍ୱର: କାଳିଆ ଯୋଜନା ସର୍ବଦା ଚର୍ଚ୍ଚାରେ। ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ପରେବି। କାଳିଆ ଟଙ୍କାକୁ କିଭଳି ଭାବେ ଅଯୋଗ୍ୟ ହିତାଧିକାରୀ ହଡ଼ପ କରିଛନ୍ତି ତାହାର ବିସ୍ତୃତ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀଙ୍କ ସୂଚନା ମୁତାବକ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ…