Odisha Link
Bridging the Missing Links in Odisha
Daily Archives

September 20, 2019

ଦୁଇ ଛାତ୍ରଗୋଷ୍ଠୀ ହଣାହଣି

ବ୍ରହ୍ମପୁର: ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାପରେ ମାରଣାସ୍ତ୍ରରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଛାତ୍ରମାନେ। ଗୁରୁତର ଛାତ୍ର ମାନଙ୍କୁ ଏମ୍‌କେସିଜି…

ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା…

ନୂଆଦିଲ୍ଲୀ: ସରଜିକାଲ ଷ୍ଟ୍ରାଇକ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଆତଙ୍କବାଦିଙ୍କୁ ପ୍ରତିହତ କରିବା ପାଇଁ କିଛି ମାତ୍ରାରେ ସଫଳ ହୋଇଛି ଭାରତୀୟ ସେନା। ଯାହା ମୋଦିଙ୍କ ଶାସନକାଳ ସମୟରେ ହୋଇଛି। ଏହା ପୂର୍ବରୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଜନା କରିଥିଲେ। ପାକିସ୍ତାନ…

ଛବିରାଣୀ-ବିଲୁଆଖାଇ-ନୀହାରିକା

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବିଲୁଆଖାଇ। ଅଶୀଦଶକରେ ଛବିରାଣୀ ହତ୍ୟାକଣ୍ଡକୁ ନେଇ ସମଗ୍ର ରାଜ୍ୟରେ ତଥା ଦେଶରେ ହଇଚଇ ସୃଷ୍ଟି କରିଥିଲା ଏଇ ନଦୀ। ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ମୁକସାକ୍ଷୀ ବିଲୁଆଖାଇ ଦୀର୍ଘ ୩୯ବର୍ଷ ପରେ ସମାନ ଧରଣର ଆଉ ଏକ ହତ୍ୟା ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ। ୧୯୮୦ ମସିହା…

ଗାନ୍ଧୀ ସ୍ମୃତି ଭବନର ନବୀକରଣ ପାଇଁ…

ବାଲେଶ୍ଵର: ବାଲେଶ୍ଵରର ଲୋକପ୍ରିୟ ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର ଜେନା ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବାଲେଶ୍ଵର ସହରର ବିକାଶ ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ଜେନା ବାଲେଶ୍ଵରର ଏକମାତ୍ର…

ନର୍ସ ହତ୍ୟା: ଧରାଦେଲା ବୟଫ୍ରେଣ୍ଡ!

ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତ ଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି। ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ…

ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ ପାଇଁ…

ବାଲେଶ୍ୱର: ଅକ୍ଟୋବର ଦୁଇରୁ ସମଗ୍ର ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ। ସରକାରୀ ସ୍ତରରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ବେଳେ ହାତରେ ଗୋଟିଏ ବସ୍ତା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଗଳେଇ ପାଗଳ ବେଶରେ ଗାଁ ଠୁ ସହର ବୁଲୁଛନ୍ତି ଜଣେ ଇଂଜିନିୟର ଯୁବକ। ଆରମ୍ଭ କରିଛନ୍ତି ଲୋକଙ୍କୁ ସଚେତନ କରିବାର ନୂଆ…

ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ

କଟକ:  ସ୍ଥାନୀୟ ବଜ୍ରକବାଟୀ ରୋଡସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି ।  ଭୀଷଣ ଆକାରରେ ନିଆଁ ଲାଗିଥିବା ସୂଚନା ମିଳିଛି । କାର୍ଯ୍ୟାଳୟର ଚତୁର୍ଥ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । …

ଆସୁଛନ୍ତି ରକେଟ ମ୍ୟାନ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶିବନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ 144…

ଚିତ୍ରକୋଣ୍ଡା :ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।ଜିଲ୍ଲାପ୍ରଶାସନ ଡାକ ବାଜି ଜରିଆରେ ସାପ୍ତାହିକ ହାଟ ବନ୍ଦ କରିଦେଇଛନ୍ତି ଏବଂ ଘଟଣା ସ୍ଥଳରେ ଯବାନ ମୃତୟନ କରାଯାଇଛି । ବହୁତ୍ ସଂଖ୍ୟାରେ ଆଦିବାସୀ ମେଳା ହେଉଥିବା ରୁ 144 ଧାରା ଜାରି କରାଗଲା କାରଣ ପାପରମେଟଲା ଠାରେ…

ବ୍ୟାଙ୍କକ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ଏବେ ଆଉ ଭୁବନେଶ୍ୱରରୁ ବ୍ୟାଙ୍କକୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ବିମାନ ଉଡ଼ାଣ ହେବ ନାହିଁ। ଏହି ସେବାକୁ ବନ୍ଦ କରାଯାଇଛି। ଉଡ଼ାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ…