Odisha Link
Bridging the Missing Links in Odisha
Daily Archives

September 20, 2019

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ…

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଦମ୍ପତ୍ତିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରାଯାଇଛି। ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‍ ଓ ତାଙ୍କ ପତ୍ନୀ ୱେସ୍କୋର ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠ୍‍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରରେ ଏକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରେ ଥିବା ବ୍ୟାଟେରି…

କର୍ପୋରେଟ ଟ୍ୟାକ୍ସ କମିଲା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଡ଼ ଘୋଷଣା। କର୍ପୋରେଟ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମିନିମିୟମ ଅଲଟରନେଟିଭ ଟ୍ୟାକ୍ସ ୧୮.୫%ରୁ ୧୫%କୁ ହ୍ରାସ କରାଯାଇଛି। କମ୍ପାନୀଗୁଡ଼ିକ ସରଚାର୍ଜ ଓ ସେସ ସହ ୨୫.୧୭% ଟିକସ ଦେବ। ନୂଆ ଘରୋଇ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ…

ଅଭିନେତା ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ…

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ…

ଆମେରିକାରେ ଗୁଳିକାଣ୍ଡ

ଓ୍ଵାସିଂଟନ୍‌: ଆମେରିକାରେ ଗୁଳିକାଣ୍ଡ। ଓ୍ଵାସିଂଟନ୍‌ ଡିସିରେ ହୋଇଛି ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି। ବିଳମ୍ବିତ ଗୁରୁବାର ଯାଏଁ ପୁଲିସ କାହାକୁ ଗିରଫ କରି ନ ଥିଲା କି, ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କିଛି ଜାଣି ନ ଥିଲା…

ଟ୍ୟାକ୍ସ ଅଫିସର କହି ଠକି ଦେଲେ ଏହି…

ମୁମ୍ବାଇ: ଠକାମିର ଶିକାରେ ପଡିଯାଇଛି ବଲିଉଡ୍‌ ଲକି ବାୟ ଚାନସ ରଅଭିନେତ୍ରୀ ଈଶା ଶର୍ବାଣୀ। ଏହା ବି-ଟାଉନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପାଇଁ ୩ ଜଣଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ଈଶା ବଲିଉଡ୍‌ରେ ବିବେକ୍‌ ଓବରଏଙ୍କ ଫିଲ୍ମ 'କ୍ରିଷ୍ଣା', 'ଗୁଡ୍‌ ବୟ ବ୍ୟାଡ୍‌ ବୟ', 'ଡେଭିଡ୍',…

କୋରାପୁଟ ଝିିଅଙ୍କୁ ମୋଦିଙ୍କ ଚିଠି

କେରାପୁଟ: କୋରାପୁଟ ଝିଅଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଲେ ଚିଠି। ଯାହାଫଳରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଟି. ପ୍ରମୋଦ ପାତ୍ରଙ୍କ ଘରେ ଖୁସିର ଲହରି। ତାଙ୍କର ତିନି ଝିଅଙ୍କ ପାଖକୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ…

ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ସ୍ୱାମୀ ଚିନ୍ମୟାନନ୍ଦ। ଶୁକ୍ରବାର ସକାଳେ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗିରଫ କରିଛି। ତାଙ୍କୁ ଏବେ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଉଥିବା ଖବର ପ୍ରକାଶ ପାଇଛି। ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ…

ଏଣିକି ସବୁ ଗୁଗୁଲ ଆପରେ ଓଡ଼ିଆ

ଭୁବନେଶ୍ବର: ଓଡ଼ିଆଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗୁଲ୍। କାରଣ ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ ପାଇବ। ଏଥିସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ‘ଗୁଗଲ୍‌ ଡିସ୍କଭର୍‌’…