Odisha Link
Bridging the Missing Links in Odisha

ସେନାରେ ଭର୍ତ୍ତି ପାଇଁ ପରୀକ୍ଷା

ଭୁବନେଶ୍ବର : ଆଜି ୧୨୦ ଇନଫ୍ରାନଣ୍ଟ୍ରି ବାଟାଲିୟନ ରେ ଭର୍ତ୍ତି ପାଇଁ ପରୀକ୍ଷା ହେବାକୁ ଯାଉଛି। ପରୀକ୍ଷାର୍ଥୀଙ୍କ ପାଇଁ ବିମସିଙ୍କ ପକ୍ଷରୁ ମାଗଣ ଖାଇବା ଓ ରହିବାର ସୁବିଧା କରାଯାଇଛି। ପରୀକ୍ଷା ନିମନ୍ତେ ଦିନ ୧ଟା ଯାଏଁ ଗେଟ ଖୋଲା ରହିବ। ୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ୧୨୦ ବାଟାଲିୟନକୁ ପରୀକ୍ଷା ଦେବାକୁ ଆସିଛନ୍ତି।

Comments are closed.