Odisha Link
Bridging the Missing Links in Odisha

ଶ୍ରୀଲଙ୍କାରେ ସାରା

ଭୁବନେଶ୍ବର : ବଲିଉର ଅଭିନେତ୍ରୀ ହେଉକି ଅଭିନେତ୍ରା ନିଜ ଶୁଟିଂରୁ ବ୍ରେକ ନେବା ପାଇଁ ଅନେକ ଯାଗାକୁ ବୁଲିବାକୁ ଯାଇଥାନ୍ତି । ସାରା ଅଲ୍ଲୀ ଖଁ। ଏବେ ଶୁଟିଂରୁ ବ୍ରେକ୍‌ ପାଇଁ ଶ୍ରୀଲଙ୍କା ରେ ପହଁଞ୍ଚି ଯାଇଛନ୍ତି । ସେଠାକୁ ନିଜ ମାଇଣ୍ଡ ଫ୍ରି କରିବାକୁ ଯାଇଛନ୍ତି ।

ସାରା କହିଛନ୍ତି କିଛିଦିନ ସେ ବିଦେଶରେ ରହି ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ। “ବର୍ତ୍ତମାନ ମୋତେ ପାଖାପାଖି ତିନିସପ୍ତାହ ବ୍ରେକ୍‌ ମିଳିଛି। ତେଣୁ ଏହି ସମୟ ଭିତରେ ମୁଁ ଫରେନ୍‌ ଟ୍ରିପ୍‌ ପାଇଁ ପୂର୍ବରୁ ପ୍ଲାନିଂ କରିଥିଲି। ବିଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବି। କେବଳ ସେତିକି ନୁହେଁ, ଭବିଷ୍ୟତରେ ଏ ନେଇ ଏକ ପୁସ୍ତକ ରଚନା କରିବାକୁ ସ୍ଥିର କରିଛି” ।