Odisha Link
Bridging the Missing Links in Odisha

ନୱାଜୁଦ୍ଦିନ୍ ସିଦ୍ଦିକି ଓ ସନ୍ନିଙ୍କ ଭିଡିଓ ହେଲା ଭାଇରାଲ୍‌

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ସେ ଯାହାବି ସେୟାର କରନ୍ତି ତାହାଖ ଖୁବ ଶିଘ୍ର ଭାଇରଲ ହୋଇ ଯାଇଥାଏ । ସନ୍ନିଏବେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ୍‌ ହେବାକୁ ଲାଗିଛି । ଭିଡିଓ ଟିରେ ସନ୍ନିଙ୍କ ସହ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ମଧ୍ୟ ନଜର ଆସିଛନ୍ତି । ସନ୍ନି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । କେବଳ ସେତିକି ନୁହଁ ନୱାଜୁଦ୍ଦିନଙ୍କୁ ଗୋଟିଏ ଚୌକିରେ ବାନ୍ଧି ଦିଆଯାଇଛି ଓ ସେ ସେଥିରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି।


ସନ୍ନି ଗ୍ଲାମରସ୍‌ ଲୁକରେ ଓ କଳା ରଙ୍ଗର ଡ୍ରେସ୍‌ ରେ ନଜର ଆସିଛନ୍ତି । ଭିଡିଓକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ କରିଛନ୍ତି ଓ ଭିଡିଓକୁ ଲୋକେ ୧୩ ଲକ୍ଷରୁ ଅଧିକ ଥର ଭିଉଜ ମିଳିଛି । ତାଙ୍କ କମେଡି ସିନେମା ‘କୋକୋକୋଲା’ ରିଲିଜ୍‌ ହେବାକୁ ଯାଇଛି ।

Comments are closed.