Odisha Link
Bridging the Missing Links in Odisha
Daily Archives

October 26, 2019

ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା…

ଜାପାନ/ଭୁବନେଶ୍ୱର ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ (ଜିଏଫ୍ଏସ୍ଇଏସ୍)ର ମବୀସ୍ତରୀୟ ବୈଠକରେ ଯୋଗଦେଇ କହିଛନ୍ତି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ…

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ହଲ ଅଗ୍ନିକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଗତ ଗୁରୁବାର ଦିନ ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ଘଟି ବହୁ କାଗଜପତ୍ର ନଷ୍ଟ ହୋଇଥିଲା । ମାତ୍ର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ତଦନ୍ତ କରିବା ପରିବର୍ତେ…

ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା…

ଭୁବନେଶ୍ୱର : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁଭଳି ଭାବରେ ବଳାତ୍କାର ପରେ ହତ୍ୟା କରାଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁପ ରହିଲେ ।…

ପ୍ରଥମ ବରିଷ୍ଠ ନାଗରିକ ବହୁମୁଖୀ କେନ୍ଦ୍ର…

ଭୁବନେଶ୍ୱର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠିତ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁମୁଖୀ କେନ୍ଦ୍ର ‘ଆନନ୍ଦ’କୁ ବର୍ଷେ ପୂରିଛି । ସ୍ଥାନୀୟ ନୟା ପଲ୍ଲୀଠାରେ ପ୍ରତିଷ୍ଠିତ ରାଜ୍ୟର ଏହି ପ୍ରଥମ ବହୁମୁଖୀ କେନ୍ଦ୍ରର ବାର୍ଷିକୀ କାର୍ଯ୍ୟକ୍ରମ ସ୍ଥାନୀୟ କେଳୁଚରଣ…

ଏଫଆଇଆର ରୁଜୁ କଲା ବିଜେପି

ଭୁବନେଶ୍ୱର : ଯାଜପୁର ଜିଲ୍ଲା ପୋଲିସ ଏସପି ଚରଣ ସିଂ ମିନା ଯାହାଙ୍କ କାମ ହେଉଛି ସାଧାରଣ ଲୋକମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା ସେ ମହାଶୟ ବର୍ତମାନ ସାଧାରଣ ଓଡିଆ ଝିଅ ବୋହୁଙ୍କ ଚରିତ୍ର ହନନ ଓ ବଳାକ୍ରାରିଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ସ୍ମିତାରାଣୀର ହତ୍ୟାକୁ ଆଜି ୯ ଦିନ ପୁରିବାକୁ ଯାଉଥିବା…

ନୱାଜୁଦ୍ଦିନ୍ ସିଦ୍ଦିକି ଓ ସନ୍ନିଙ୍କ…

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ସେ ଯାହାବି ସେୟାର କରନ୍ତି ତାହାଖ ଖୁବ ଶିଘ୍ର ଭାଇରଲ ହୋଇ ଯାଇଥାଏ । ସନ୍ନିଏବେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ୍‌ ହେବାକୁ ଲାଗିଛି । ଭିଡିଓ ଟିରେ ସନ୍ନିଙ୍କ ସହ ଅଭିନେତା…

ଅନଶନରେ ବସିଲେ ରାଜୀବ ଗାନ୍ଧି…

ଚେନ୍ନାଇ: ଜେଲରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌। ସେ ଆଜିଠୁ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଆଜି ଜଳଖିଆ ମଧ୍ୟ ଖାଇନାହାନ୍ତି। ସେ…

ମଧ୍ୟାହ୍ନ ଭୋଜନରେ ଝିଟିପିଟି

ଭଣ୍ଡାରାପୋଖରୀ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ଏହି ମଧ୍ୟାହ୍ନଭୋଜନ ଖାଇ ବିଦ୍ୟାଳୟର ୨୮ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କେଦାରପୁର ପ୍ରାଥମିକ ବିଦ୍ୟାଳୟରେ। ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବେଳେ କେତେକ ପିଲା…

ମୁଁ ବିଜେଡି ଛାଡ଼ିନି: ଦାମ

ଭୁବନେଶ୍ବର: ବିଜୁ ଜନତା ଦଳକୁ ମୁଁ ଛାଡ଼ିନି। ବିଜେଡି ମତେ ବହିଷ୍କାର କରିଛି। ବିଜୁ ବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି। ଏଥିସହିତ ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି। ସାମ୍ବାଦିକଙ୍କ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଏପରି ଉତ୍ତର…

ବିଚ୍‌ ରାସ୍ତାରେ ହାଣିଲେ

ବାଲେଶ୍ୱର: ଆଜି ଦିନ ଦ୍ୱିପ୍ରହରରେ ରସାଲପୁର ଛକରେ ଜଣେ ବୃଦ୍ଧଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ନାମ ପଞ୍ଚନନ ମହାଳି ବୟସ ୪୩ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ…