Odisha Link
Bridging the Missing Links in Odisha
Daily Archives

October 26, 2019

ନବୀନ ଅପରାଜେୟ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ଦାମଦୋର ରାଉତ। ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ଯେ ନବୀନ ବାବୁ ହେଉଛନ୍ତି ଅପରାଜେୟ। ଏଥିସହିତ ନବୀନଙ୍କୁ ଲୋକମାନେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପଦକୁ ନେଇ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରେ ଜମୁଛି ରାଜନୀତି। ଫଳାଫଳ ବାହାରିବା ପରଠାରୁ ୫୦-୫୦ ଫର୍ମୁଲା ସହ ନୂଆ କଥା କହୁଛି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଧା ଅଧା ଭାଗ ହେବ ବୋଲି ବିଜେପି ଏବଂ ଏହାର ଅଧ୍ୟକ୍ଷ ଅମିତ ଶାହ ଲିଖିତ ଆକାରରେ…

‘ଷାଣ୍ଢ କି ଆଖ୍’ ହେଲା…

ମୁମ୍ବାଇ: ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ସିନେମା 'ସାଣ୍ଡ କି ଆଁଖ' ସିନେମାଟିକୁ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି । ସିନେମାଟି ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି । ସିନେମାଟିରେ କିପରି ନିଜର ସ୍ବପ୍ନକୁ ସାକାର କରିବା ପାଇଁ ବୟସର ସୀମା…

ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍‌ପି ଚରଣ ସିଂ ମୀନାଙ୍କ ନାଆଁରେ ଏତଲା ଦିଆଯାଇଥିବା ଜଣାଯାଇଛି। ବିଜେପିର ଅଭିଯୋଗ ଯେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ…

ନିଆରା ଢଙ୍ଗରେ ପାଳିଲେ ଦୀପାବଳି

ଭୁବନେଶ୍ବର: ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳିରେ ବାଣ ନଫୁଟାଇ ବରଂ ସେଇ ବାଣ ଫୁଟା ପଇସାରୁ କାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଦୀପାବଳି ପାଳନ କରିଛନ୍ତି ବାଣୀବିହାର ଏବଂ ରେଭେନସାର ପୂର୍ବତନ ଛାତ୍ରଛାତୀମାନେ। ଏହି ଡାବୁଗାଁରେ ଥିବା ଶ୍ରୀଜଗନ୍ନାଥ ଅନ୍ଧ, ମୂକ ବଧିର ବିଦ୍ୟାଳୟର ପ୍ରାୟ ୩୫ ଜଣ…

ମୋଦି ସରକାର ଚାଷୀଙ୍କ ପେଟକୁ ଗୋଇଠା…

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର।…

ଜଗନ୍ନାଥ କୋଇଲା ଖଣିରେ ଅଘଟଣ

ଅନୁଗୁଳ: ମହାନଦୀ କୋଲ ଫିଲ୍ଡସ୍  ଅଧୀନରେ ଥିବା ଜଗନ୍ନାଥ କୋଇଲା ଖଣିରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଆଜି ମଧ୍ୟାହ୍ନ ୧ଘଟିକା ସମୟରେ ଏକ କୋଇଲା ଲୋଡ଼ର ଗାଡ଼ି ହଠାତ ହୁ ହୁ ହୋଇ ଜଳି ଉଠିଥିଲା। ହଠାତ ଏଭଳି ଘଟିବାରୁ ଲୋଡରର ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ିରୁ ବାହାରି ଆସିଥିଲେ। ୧୨୦୦ଏଚପିର ଏହି…

ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ…

ଭୁବନେଶ୍ବର: ଗତ ଦୁଇ ଦିନର ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହାକୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ପ୍ରବଳ ବର୍ଷାରେ ହୋଇଥିବା କ୍ଷୟ କ୍ଷତିର ଆକଳନ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।…

ଦୀପିକା ସାଜିଲେ ଦ୍ରୌପଦୀ

ମୁମ୍ବାଇ : ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ନିଜର ଅଭିନୟରେ ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ତାଙ୍କୁ ଦର୍ଶକ ବିଭିନ୍ନ ଚରିତ୍ରରେ ଦେଖି ସାରିଛନ୍ତି । ସଞ୍ଜୟ ଲୀଲା ଭଂଶାଲୀଙ୍କ ସିନେମା ପଦ୍ମବତୀରେ ତାଙ୍କୁ ଏକ ପାରମ୍ପାରିକ ଚରିତ୍ରରେ ଦେଖିବାକୁ ମିଳିଥିଲା । ଦୀପିକାଙ୍କ ଏହି…

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏହି…

ମୁୁମ୍ବାଇ: ବଲିଉଡରେ ଅନେକ ସିନେମା ହୋଇଛି କିନ୍ତୁ ଦର୍ଶକ ଏପରି ଏକ ସିନେମା କୁ ଅପେକ୍ଷା କରି ରହିଛନ୍ତି ଯେଉଁଥିରେ ସମସ୍ତଙ୍କର କ୍ୟୁଟ୍‌ କପଲ୍ ନଜର ଆସୁଛନ୍ତି । ସେମାନେ ହେଲେ ଆଲିଆଭଟ୍ଟ ଓ ରଣବୀରକପୁର । ପ୍ରଥମଥର ପାଇଁ ସିନେପ୍ରେମି ମାନେ ଦୁହିଁ ଯୋଡିଙ୍କୁ ସିନେମା ପରଦାରେ ଦେଖିବାକୁ ପାଇବେ ।…