Odisha Link
Bridging the Missing Links in Odisha

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏହି ସୁନ୍ଦର ଯୋଡି

ମୁୁମ୍ବାଇ: ବଲିଉଡରେ ଅନେକ ସିନେମା ହୋଇଛି କିନ୍ତୁ ଦର୍ଶକ ଏପରି ଏକ ସିନେମା କୁ ଅପେକ୍ଷା କରି ରହିଛନ୍ତି ଯେଉଁଥିରେ ସମସ୍ତଙ୍କର କ୍ୟୁଟ୍‌ କପଲ୍ ନଜର ଆସୁଛନ୍ତି । ସେମାନେ ହେଲେ ଆଲିଆଭଟ୍ଟ ଓ ରଣବୀରକପୁର । ପ୍ରଥମଥର ପାଇଁ ସିନେପ୍ରେମି ମାନେ ଦୁହିଁ ଯୋଡିଙ୍କୁ ସିନେମା ପରଦାରେ ଦେଖିବାକୁ ପାଇବେ । ଅୟାନ୍‌ ମୁଖାର୍ଜୀ ଙ୍କ ନିର୍ଦ୍ଦେଶିତ ସିନେମା ‘ବ୍ରହ୍ମାସ୍ତ୍ର’ରେ ତାଙ୍କୁ ଦେଖିବାକୁ ମିଳିବ । ଆଲିଆ ଓ ରଣବୀରଙ୍କ ସହ ଅମିତାଭ ବଚ୍ଚନ, ମୌନି ରୟେ ଆଦି ନଜର ଆସିବେ । ସିନେମାଟିର ପ୍ରସ୍ତୁତରେ ୧୫୦ କୋଟି ବ୍ୟୟ କରାଯାଇଛି । ୨୫ ଡିସେମ୍ବର ୨୦୧୯ରେ ସିନେମା ପରଦା କୁ ଆସିବ ।

Comments are closed.