Odisha Link
Bridging the Missing Links in Odisha
Daily Archives

November 12, 2019

ବ୍ରାଜିଲ ଗସ୍ତରେ ପ୍ରଧାନମନ୍ତ୍ରୀ,…

ନୂଆଦିଲ୍ଲୀ: ଆସନ୍ତାକାଲି ବ୍ରାଜିଲରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଅପରାହ୍ନରେ ସେ ଦୁଇ ଦିନିଆ ବ୍ରାଜିଲ ଗସ୍ତ କରିଛନ୍ତି। ୧୩ ଓ ୧୪ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସରେ ସାମିଲ ଥିବା ୫ ଦେଶର ଭବିଷ୍ୟତ ଓ ଆର୍ଥିକ ବୃଦ୍ଧି ପ୍ରସଙ୍ଗରେ…

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଆଜି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ…

ସ୍ୱଚ୍ଛ ବିନ୍ଦୁ ସାଗର ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର : କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ୟୁଥ ଫର ସେବା ଦ୍ୱାରା ବିନ୍ଦୁ ସାଗର ଠାରେ ସ୍ୱଚ୍ଛ ବିନ୍ଦୁ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭୁବନେଶ୍ୱର ସ୍ଥିତ ପ୍ରଭୂ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗର ଠାରେ ବହୁ ସଂଖ୍ୟାରେ ଭକ୍ତମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଥାନ୍ତି…

ସୋନପୁରରେ ଅଜଣା ଜନ୍ତୁର ଭୟ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଭିଯୋଗ ହୋଇଛି କି ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଛି । ଜଣାପଡ଼ିଛି ଜନ୍ତୁର ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ହୋଇଛି । ଅଭିଯୋଗ ଅନୁଯାୟୀ, ଗାଁର…

ପୁଣି ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

କଳାହାଣ୍ଡି: ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଷ୍ଟ ଫସଲରେ ନିଆଁ ଲଗାଇ ଚାଷୀ ଦୃଷ୍ଟି ଆକର୍ଷଣର ପୁରୁଣା ଚିତ୍ରକୁ ଦୋହରାଇବା ଆରମ୍ଭ କରିଛନ୍ତି ଚାଷୀ। କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକର କଣ୍ଡରେଇ ଗାଁ ଚାଷୀ ଖଗେଶ୍ବର ଭୋଇ ନିଜ ଚାଷ କରିଥିବା ୨ ଏକର ଜମିରେ ଚକଡା ରୋଗ ଦ୍ବାରା ନଷ୍ଟ ଧାନ ଫସଲରେ ନିଆଁ…

ଆକ୍ରମଣରେ ପରିବାରର ଜଣେ ମୃତ, ୪ଆହାତ

ଭଞ୍ଜନଗର : ଭଞ୍ଜନଗରର ସୋରଡ଼ା ଥାନା ନୂଆଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟେ ପରିବାରାକୁ ସଂଘବଦ୍ଧ ଆକ୍ରମଣ କରି ଜଣେ ମୃତ, ଆଉ ୪ଜଣ ଆହାତ ହୋଇଛନ୍ତି । ଆକ୍ରମଣରେ ପରିବାର ପୁଅ ମନୋଜ ନାୟକ ମୃତ କରିଥିବା ବେଳେ , ବାପା, ଜେଜେ ବାପା ଓ ଜେଜେମା ଆହାତ ହୋଇଛନ୍ତି । ସଂଘବଦ୍ଧ ଭାବେ ଗାଁର ବଦୂର…

ବଡସାହି ଥାନା ଆଇଆଇସି ବଦଳି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲ୍ଲା ପୁଲିସ୍‍ ମୁଖ୍ୟାଳୟକୁ ପ୍ରତ୍ୟାହାର କରି ନିଆଯାଇଛି। ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦେଶ ଅନୁଯାୟୀ ଡ଼ିଆଇବିରୁ ଥାନାକୁ ଏହି ସୂଚନା ମିଳିଛି। ତାଙ୍କ ସ୍ଥାନରେ ବଡ଼ସାହି ଥାନାରେ…

ରାଷ୍ଟ୍ରପତି ଶାସନ ପାଇଁ କ୍ୟାବିନେଟର…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ମୋଡ଼। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ…

ଝାଡ଼ଖଣ୍ଡରେ ବିଜେପିକୁ ଧକ୍କା, ସହଯୋଗୀ…

ରାଞ୍ଚି: ସାରା ଦେଶକୁ ମହାରାଷ୍ଟ୍ର ରାଜନୀତି ହଲଚଲ କରିଥିବା ବେଳେ। ଏବେ ଝାଡ଼ଖଣ୍ଡ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ପରେ ସହଯୋଗୀ ଶିବସେନା ବିଜେପିକୁ ସାଇଡ୍ ମାରିଛି। ନଭେମ୍ୱର ୩୦ରୁ ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ଏବେ ଆସନ ବୁଝାମଣାକୁ…

ପୁଣି ଠକ ସଂସ୍ଥାର ଆଉ ୨ ଜଣ ଗିରଫ

ନବରଙ୍ଗ : ନବରଙ୍ଗ ପୋଲିସ ଏକ ଠକ ସଂସ୍ଥାର ଆଉ ୨ ଜଣଙ୍କୁ ଗୁୃିରଫ କରିଛି । ଆଡୱାଲ ଗ୍ଳୋବାଲ କଂପାନୀର ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ର ଗିରଫ ଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ବର ସ୍ଥିତ ପଟିଆର ଏକ ଆପାର୍ଟମେଣ୍ଟରୁ ଉମେଶଙ୍କୁ ଗିରଫ କରିଥିବା ସମୟରେ ଟିମ୍ ଲିଡର ଶୁଭମ୍ ପ୍ରଧାନଙ୍କୁ ପୋଲିସ ବ୍ରହ୍ମପୁରରୁ…