Odisha Link
Bridging the Missing Links in Odisha
Daily Archives

November 12, 2019

ରାଣେ କହିଲେ ବିଜେପି ସରକାର ଗଢ଼ିବ,…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମହାରାଷ୍ଟ୍ର ରାଜନୀତରେ ଦେଖିବାକୁ ମିଳୁଛି ଘନ ଘନ ପ୍ରେସ୍‌ ମିଟ୍। ଏହାରି ମଧ୍ୟରେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର…

କଂଗ୍ରେସ-ଏନସିପି ସହ କାମ କରିବୁ: ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ଘନଉଛି ମହାରାଷ୍ଟ୍ର ରାଜନୀତି। ସିଧାସଳଖ ଭାବେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉପରେ ଦୋଷ ଲଦିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ପେସ୍‌ ମିଟରେ କହିଛନ୍ତି ଯେ, ଆମେ ଗତକାଲୀି କଂଗ୍ରେସ ଓ ଏନସିପିକୁ ସମର୍ଥନ ପାଇଁ ଅପିଲ୍‌ କରିଥିଲୁ।…

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ

କଟକ: ଉଦଘାଟିତ ହେଲା ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା। ମହାନଦୀ ପଠାରେ ଆୟୋଜିତ ଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଆଠ ଦିନ ଯାଏଁ ଚାଲିବାକୁ ଥିବା ବାଲିଯାତ୍ରାରେ…

କଂଗ୍ରେସ-ଏନସିପି ପ୍ରେସ୍‌ ମିଟ୍, କହିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଯାଇଛି ରାଷ୍ଟ୍ରପତି ଶାସନ। ରାଜ୍ୟପାଳ ଭଗତସିଂହଙ୍କ ସୁପାରିସ ପରେ ସମ୍ବିଧାନର ଧାରା ୩୫୬ ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତିି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ କଂଗ୍ରେସ-ଏନସିପି ପକ୍ଷରୁ କରାଯାଇଛି ପ୍ରେସମିଟ୍ ।…

ବିରାଟ ଖେଳିଲେ ଗଳି କ୍ରିକେଟ, ଦେଖନ୍ତୁ…

ଇନ୍ଦୋର: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିରାଟଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ମ୍ୟାଚ୍‌ ପାଇଁ ସେ ଅନ୍ୟ ଖେଳାଳିଙ୍କ ଭଳି ଇନ୍ଦୋର ପଡ଼ିଆ କିମ୍ବା ନେଟ୍ସରେ ବ୍ୟାଟିଂ କରିନାହାନ୍ତି ବରଂ ତାଙ୍କୁ ଗଳି କ୍ରିକେଟରେ ଦେଖିବାକୁ ମିଳିଛି। ସେ ଛୋଟଛୋଟ ପିଲାଙ୍କ ସହ ମିଶି…

ଲିମକା ରେକର୍ଡରେ ସ୍ଥାନ ପାଇବ ଜଗା-…

ଭୁବନେଶ୍ବର: ଜଗା- ବଳିଆ ସ୍ଥାନ ପାଇବେ ଲିମକା ବୁକ ଅଫ ରେକର୍ଡରେ। ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅପରେସନ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର। ଆସନ୍ତା ବର୍ଷ ଅର୍ଥାତ ୨୦୨୦ରୁ…

ମହାରାଷ୍ଟ୍ରରେ କାହିଁକି ଲାଗିଲା…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଆଜି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ…

ଆମ୍ରିରେ କିଡନୀ ପ୍ରତିରୋପଣ

ଭୁବନେଶ୍ବର : ଆମ୍ରି ହସ୍ପିଟାଲସ୍ ଭୁବନେଶ୍ବର ପକ୍ଷରୁ ଉଚ୍ଚ ଅଭିଜ୍ଞ ଡାକ୍ତର ,ଏନ୍ ଏବିଏଚ ସ୍ବୀକୃତି ପ୍ରାପ୍ତ ଲାବୋଟୋରୀ ସହାୟତରେ ଥିବା ଷ୍ଟେଟ୍ ଅଫ୍ ଆର୍ଟ ଡାଏଗ୍ନୋଷ୍ଟିକ ଓ ଡାଏଲିସିସ୍ ୟୁନିଟି ଜରିଆରେ ଓଡ଼ିଶାର ଜନ ସାଧାରଣ ଏବଂ ଆନ୍ତର୍ଜାତିକ ରୋଗୀଙ୍କୁ ଉଚ୍ଚ ମାନର ତୃତୀୟକ ସେବା ପ୍ରଦାନ କରାଯାଉଛି…

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ,…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଏହାକୁ ନାପସନ୍ଦ କରିଛି କଂଗ୍ରେସ। କଂଗ୍ରେସ ନେତା ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟପାଳ ସମ୍ୱିଧାନ ନିୟମର ‘ମଜାକ୍’ ଉଡ଼ାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ୱେଲା ଟୁଇଟ୍…

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର…