Odisha Link
Bridging the Missing Links in Odisha
Daily Archives

November 15, 2019

ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବଣ: ବାଲାଙ୍ଗିର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ। ବଲାଙ୍ଗିର ରାଜେନ୍ଦ୍ର କଲେଜ ପ୍ଲାଟନମ ଜୁବୁଲି ଉତ୍ସବରେ ଯୋଗଦେବେ ନାଇଡୁ। ଡିସେମ୍ବର ୨୭ ପୂର୍ବହ୍ନରେ କାର୍ଯ୍ୟକ୍ରମରେ ଯୋଗଦେବା ସୂଚନା ରହିଛି। ସେହିଦିନ ବରକାନି ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ବି ଉଦଘାଟନ କରିବେ…

ଆଗାମୀ ୨୫ବର୍ଷ ଯାଏ ମହାରାଷ୍ଟ୍ର ସରକାର…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ବଡ ବୟାନ ଦେଇଛନ୍ତି ଶିବସେନା ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ରାଉଳ। ସେ କହିଛନ୍ତି ଯେ, ଶିବସେନା ଆଗାମୀ ସରକାରର ନେତୃତ୍ବ ନେବ। ଏହାର ଗଠନ ପ୍ରକ୍ରିୟା ପୂର୍ବରୁ କଂଗ୍ରେସ ଏବଂ ଏନସିପି ମଧ୍ୟରେ ଆଲୋଚନା କରାଯାଇ ଯେଉଁ ସିଏମପି…

ବିଜେପି ବିଧାୟକ ଦଳର ସାମ୍ବାଦିକ…

ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା ମାନେ ଆରମ୍ଭ କରିଥିଲେ, ଯାହାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା…

ଇନ୍ଦୋର ଟେଷ୍ଟ: ମୟଙ୍କ ଅଗ୍ରଓ୍ବାଲଙ୍କ…

ଇନ୍ଦୋର: ଇନ୍ଦୋରରେ ଆରମ୍ଭ ହୋଇଥିବା ଦୁଇ ମ୍ୟାଚ ବିଶିଷ୍ଟ ପ୍ରଥମ ମ୍ୟାଚରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ମ୍ୟାଚର ଦ୍ବୀତିୟ ଦିନରେ ଟିମ୍‌ ଇଣ୍ଡିଆର ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ବିଶତକ। ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦ୍ବିଶତକ ଜମାଇଲେ ମୟଙ୍କ। ମୋଟ ୨୫ଟି ଚୌକା ଓ ୫ଟି ଛକା ସହାୟତାରେ ଦ୍ବିଶତକ ହାସଲ…

ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍…

ଲଣ୍ଡନ / ଭୁବନେଶ୍ୱର : ସମାଜିକ ବିକାଶ ଏବଂ ସାଂସ୍କୃତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍ ସାମାଜିକ ଓ ସାଂସ୍କୃତିକ ନେତୃତ୍ୱ ସମ୍ମାନରେ ସମ୍ମାନୀତ କରାଯାଇଛି । ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସ ଦ୍ୱାରା 14 ନଭେମ୍ବର…

ସର୍ବକନିଷ୍ଠ ଆ.ଇ.ପି.ଏସ୍. ଅଧିକାରୀ ରୂପେ…

ଭୁବନେଶ୍ବର: ସବୁଠାରୁ କମ ବୟସ୍କା ଆ.ଇ.ପି.ଏସ୍. ଅଧିକାରୀ ରୂପେ ଏସ୍‌ ଶୁଶ୍ରୀ ଏହି ସପ୍ତାହରେ ଓଡିଶା କ୍ୟାଡରରେ ଯୋଗ ଦେଇଛନ୍ତି। ୨୩ ବର୍ଷୀୟା ଶୁଶ୍ରୀ ୨୦୧୭ରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡରାଡୁନ ଏବଂ ହାଇଦ୍ରାବାଦର ନେସ୍ନାଲ ପୁଲିସ ଆକାଡେମୀରେ ଟ୍ରେନିଂ ନେବା ପରେ ଚଳିତବର୍ଷ ୧୧…

ବିଜୁ ଯୁବ ବହିନୀ ଖର୍ଚ୍ଚ ୧୦୦ କୋଟି

ଭୁବନେଶ୍ବର: ଚଳିତ ନିର୍ବାଚନ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚ ହୋଇଛି ଶହେ କୋଟିରୁ ଅଧିକ ଟଙ୍କା। ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା। ମନ୍ତ୍ରୀ ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ ୨୦୧୮-୧୯ରେ ବିଜୁ ଯୁବ ବାହିନୀ ଜରିଆରେ ୧୦୦…

ଏନସିପି କହିଲା ଶିବସେନାରୁ ହିଁ ହେବେ…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଅପରପକ୍ଷେ ଶିବସେନା, ଏନସିପି ଓ କଂଗ୍ରେସର ଘନ ଘନ ବୈଠକ। ଯାହା ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ ରଖିଛି। ଏନସିପି ମୁଖ୍ୟ ଶରଦ ପାଓ୍ବାର ଆଜି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସନୋ, ଏନସିପି ଓ କଂଗ୍ରେସର ମିଳିତ…

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଅନାଥ…

ଭୁବନେଶ୍ୱର : ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଶିଶୁ ଦିବସ ଧୁମଧାନରେ ପାଳନ କରାଯାଇଛି । ଆଜିର ଶିଶୁ କାଲି ଦେଶର ଭବିଷ୍ୟତ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଛୋଟ ଛୋଟ ପିଲାମାନଙ୍କୁ…

ରାଜ୍ୟରେ ନକଲି ଡାକ୍ତର ଅଛନ୍ତି:…

ଭୁବନେଶ୍ବର: ନକଲି ଡାକ୍ତର ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ନକଲି ଡାକ୍ତର ନାହାଁନ୍ତି ବୋଲି ମୁଁ କହୁନାହିଁ। ଯେଉଁଠି ବି ନକଲି ଡାକ୍ତର ଧରାପଡୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗମୀ ସମୟରେ ଦୃଷ୍ଟିକୁ ଆସିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ…