Odisha Link
Bridging the Missing Links in Odisha
Daily Archives

November 18, 2019

ପାକିସ୍ତାନୀ ହ୍ୟାକର୍‌ ଜାଲରେ ୬ ସରକାରୀ…

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ୬ଟି ଓ୍ବେବ୍‌ସାଇଟ୍‌କୁ ଆଜି ସକାଳୁ ହ୍ୟାକ୍‌ କରି ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି ପାକିସ୍ତାନର ଏକ ହ୍ୟାକର୍‌ ଗୋଷ୍ଠୀ। କୋରାପୁଟ ଅଞ୍ଚଳର ୬ଟି ସରକାରୀ ମହାବିଦ୍ୟାଳୟର ଓ୍ବେବସାଇଟ୍‌କୁ ଟାର୍ଗେଟ୍‌ କରିଛନ୍ତି ପାକିସ୍ତାନର ସାଇବର ଅପରାଧୀ। ଓ୍ବେସାଇଟ୍‌ଗୁଡ଼ିକ ହେଲା…

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ମତ୍ସ୍ୟ…

ଭୁବନେଶ୍ବର: ଜଳସଂପଦରେ ଭରପୂର ଓଡ଼ିଶାରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଓଡ଼ିଶାକୁ ଏ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ପଡ଼ିବ। ଓଡ଼ିଶାର ସମୁଦ୍ର ଉପକୂଳ, କ୍ଷାରୀ ପାଣି ଓ ମଧୁର ଜଳ ଭଣ୍ଡାରରୁ ମତ୍ସ୍ୟ…

ନବୀନ-କମଲ ସାକ୍ଷାତକାର, କମଲ କହିଲେ…

ଭୁବନେଶ୍ୱର: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି। MNM ଅଧ୍ୟକ୍ଷ କମଲ୍ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ…

ସ୍ମୀତାରାଣି ହତ୍ୟାରେ ରାଜ୍ୟପାଳଙ୍କ…

ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର ନେତା ମାନେ ଆରମ୍ଭ କରିଥିଲେ, ତାକୁ ଜିଲ୍ଲା ଏସପି, ମହିଳା…

ସୋନିଆ-ଶରଦ ସାକ୍ଷାତକାର, ପାୱାର କହିଲେ.

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶରଦ ପାଓ୍ବାର। ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ସୋନିଆଙ୍କ ସହ ମହାରାଷ୍ଟ୍ର…

ଥାଇରଏଡ୍‌ ର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ବର : ଆଜିକାଲି ନିଜ ପାଇଁ ତଥା ନିଜ ଦେହ ପାଇଁ କାହାପାଖରେ ସମୟ ନଥାଏ । ତେଣୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରି ଅନେକ ରୋଗ ଅଛି ଯାହା ଋତୁ ଅନୁସାରେ ହୋଇଥାଏ ।ସାଧାରଣତଃ ଶୀତ ଦିନରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଥାନ୍ତି । ଥାଇରଏଡ୍‌ ଶୀତ ଦିନରେ ଅନେକ…

ସୋନିଆଙ୍କୁ ଭେଟିଲେ ପାଓ୍ବାର,…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ୨୦ ଦିନରୁ ଅଧିକ ସମୟ ହେଲା ସରକାର ଗଠନକୁ ନେଇ ଚାଲିଛି ହାଇଭୋଲଟେଜ୍‌ ଡ୍ରାମା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ଶାସନ…

ଏପରି କାମ କରି ପୁଣି ଟ୍ରୋଲର ଶିକାର ହେଲେ…

ମୁମ୍ବାଇ: ବଲିଉଡ୍‌ ରେ ଷ୍ଟାର ହେବା ଏତେଟା ସହଜ ହୋଇନଥାଏ । ହେଲେ ଏମିତି ଜଣେ ଷ୍ଟାର ଅଛନ୍ତି ଯିଏ ରାତାରାତି ଷ୍ଟାର ହୋଇଯାଇଥିଲେ । ସେ କେହି ନୁହଁ , ସେ ହେଲେ ରାନୁ ମଣ୍ଡଳ । ତାଙ୍କର ରେଲୱେ ଷ୍ଟେସନରୁ ବଲିଉଡ୍‌ ଯାତ୍ରା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା । କାରଣ ସେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା…

ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର

ରାଉରକେଲା: ପାନପୋଷ ଷ୍ଟେସନ ରୋଡ଼ରେ ଥିବା ଏକ ସେଲୁନ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର ହୋଇଛନ୍ତି। ଚନ୍ଦନ ଠାକୁର ଓ ଗୋବିନ୍ଦା ଠାକୁର ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ପୋଡି ହୋଇଯାଇଛନ୍ତି। ଏମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା, ସେଠାରେ ଗୋବିନ୍ଦା…

ବିଧାନସଭାରେ ପୁଣି ‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: ବିଧାନସଭାରେ ପୁଣି ଫେରିଲା 'ବନ୍ଦେ ଉତ୍କଳ ଜନନୀ' ପ୍ରସଙ୍ଗ। ଗୃହରେ ପୁଣିଥରେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ ପୁଣିଥରେ ଦାବି ଘଠାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗୃହରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ କଡ଼ାକଡ଼ି ନିୟମ ଲାଗୁ କରାଯାଉ।…