Odisha Link
Bridging the Missing Links in Odisha

ଅକ୍ଷୟଙ୍କ ‘ଗୁଡ ନ୍ୟୁଜ୍’ ……

 ମୁମ୍ବାଇ : ବଲିଉଡ ନିର୍ଦେଶକ ରାଜ ମେହେତାଙ୍କ ସିନେମା ‘ଗୁଡ ନ୍ୟୁଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଅକ୍ଷୟ କୁମାର ଓ କରୀନା କପୁର ଖାନ୍ ଙ୍କ କିଆରା ଆଡଭାନି, ଦଲଜିତ୍ ଦୋସାଞ୍ଜ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । କରନ୍ ଜୋହର, ଅପୁର୍ବ ମେହେଟ୍ଟା, ହିରୋ ୟଶ୍ ଜୋହର୍, ସଶାଙ୍କ ଖଇତାନ୍ ଓ ଅରୁଣ ଭାଟିଆ ସିନେମାର ପ୍ରଯୋଜନା ଦେଇଛନ୍ତି ।

ସିନେମା ପୋଷ୍ଚରଟି ବେଶ୍ ମଜାଦାର ହୋଇଛି । ହିରୋ ୨ଜଣଙ୍କ ମୁଣ୍ଡ ଦୁଇଟି ବେବି ବମ୍ୱ ଭିତରେ ଚାପି ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର କୁ ଦେଖି ସିନେମାଟିରେ ଡ୍ରାମା ଓ କମେଡି ଭରପୁର ଥିବାର ଅନୁମାନ କରାଯାଇଛି ।

ସୂଚନାଯୋଗ୍ୟ, ସିନେମା ଗୁଡ୍ ନ୍ୟୁଜ୍ ଚଳିତ ବର୍ଷ ଡିସେମ୍ବର ୨୭ ସିନେ ପରଦାକୁ ଆସିବ ।

Comments are closed.