Odisha Link
Bridging the Missing Links in Odisha
Daily Archives

November 20, 2019

ଅଭୟଙ୍କୁ ଡିଜିପି ଦାୟିତ୍ବ

ଭୁବନେଶ୍ୱର: ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା। ୧୯୮୬ ବ୍ୟାଚର ଆଇପିଏସ୍ ଅଭୟ ନୂଆ ଡିଜିପି ଦାୟିତ୍ୱ ନେବେ। ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ରହିଛି। ସେହିଭଳି ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ଭାବେ ସୁନୀଲ ରୟଙ୍କୁ…

ରାଜ୍ୟସଭା: ସଞ୍ଜୟଙ୍କ ଆସନ ବଦଳିଲା,…

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତଙ୍କ ଆସନ ଆଜି ରାଜ୍ୟସଭାରେ ଅଦଳବଦଳ ହୋଇଛି। ସଞ୍ଜୟଙ୍କ ଆସନ ଗୃହର ୫ଧାଡିକୁ ଚାଲିଯାିଇଛି। ଏହାକୁ ନେଇ ସେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆସନ ବଦଳିବା ଘଟଣାକୁ ଆଧାର କରି ସେ ରାଜ୍ୟସଭା ଅଧ୍ୟକ୍ଷା…

୩୭୦ ପଞ୍ଚାୟତରେ ନାହିଁ ହାଇସ୍କୁଲ

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ନାହିଁ ହାଇସ୍କୁଲ। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ବିଧାନସଭାରେ ବିଜେଡି ବିଧାୟକ କିଶୋର…

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

ଖଲିକୋଟ: ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ବସନ୍ତ ସ୍ବାଇଁଙ୍କ ବଡ଼ପୁଅ ରାଜେଶ ସ୍ବାଇଁ ଏବଂ ସାନପୁଅ ଆକାଶ ସ୍ବାଇଁ। ମିଳିଥିବା ସୂଚନା ଅନୁସାରେ ରାଜେଶ ଏବଂ ଆକାଶ ନିଜ ଘରେ ମୋବାଇଲ…

ବୃଦ୍ଧଙ୍କ ଗଳାକାଟି ହତ୍ୟା

ନୟାଗଡ: ନୟାଗଡରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା। ମୃତକ ହେଲେ ମାୟାଧର ପୃଷ୍ଟି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଦଶପଲ୍ଲା ସହରର କୃଷ୍ଣ ସରଣପୁର ପାଟଣାରେ…

ମୋଦି-ପାୱାର ଭେଟଘାଟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆଜି ଆସିଛି ନୂଆ ଟ୍ବିଷ୍ଟ। ଦିନକ ପୂର୍ବେ ଏନସିପିକୁ ରାଜ୍ୟସଭାରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଅବଶ୍ୟ ବୈଠକ…

ସ୍ମୋକ୍‌ ଅଲାରାମ୍‌ ଯୋଗୁଁ ଇଣ୍ଡିଗୋ…

ନୂଆଦିଲ୍ଲୀ: କୋୟମ୍ବଟୁରରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ପ୍ରାଥମିକ ସୂଚନା ଅନୁସାରେ, ବିମାନ କାରଗୋ ବେରେ ଧୁଆଁ ବାହାରିବାରୁ ସ୍ମୋକ୍‌ ଅଲାରାମ୍‌ ବାଜିଥିଲା ଏବଂ ବିମାନର ଜରୁରୀକାଳୀନ ଅବତରଣ କରିଯାଇଛି। ବିମାନରେ ଥିବା ୧୬୮ଜଣଯାତ୍ରୀ ଓ କ୍ରିୟୁ…

ପୁଣି ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ

ଭୁବନେଶ୍ବର: ପୁଣି ଥରେ ରାଜଧାନୀର ୨ଟି ଆରଟିଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଡିସେମ୍ବର ୧ରୁ ଆର୍‌ଟିଓ ନିୟମ କଡ଼ାକଡ଼ି କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟ୍‌ନେସ୍‌, କାଗଜପତ୍ର ପାଇଁ ବୁଧବାର ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘସମୟ ଧରି ଅପେକ୍ଷା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର :  ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ  ଜଏରାମ ଠାକୁର ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଉଭୟେ ହିମାଚଳ ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତିଭିମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।…

‘ମୋ ମା’ ଶାହରୁଖଙ୍କୁ ପତି…

ମୁମ୍ୱାଇ : ବିଗ ବି ଙ୍କ ଲୋକପ୍ରିୟ ଶୋ' 'କୌନ ବନେଗା କରୋଡପତି' କୁ ଦେଖିବା ପାଇଁ ଅନେକ ଲୋକ ଚାହିଁ ବସିଥାନ୍ତି। ଏହି ଶୋ ରେ ଯୋଗ ଦେବା ପାଇଁ ଅନେକ ଜାଗାରୁ ପ୍ରତିଯୋଗି ଆସିଥାନ୍ତି । ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା 'କୌନ ବନେଗା କରୋଡପତି' ହଟ୍ ସିଟରେ ବସିଥିଲେ । ଅମିତାଭ , ପ୍ରେରଣାଙ୍କ ସହ ବହୁତ…