Odisha Link
Bridging the Missing Links in Odisha
Daily Archives

November 20, 2019

ପିଲା ଜନ୍ମକରି ବାଞ୍ଝ ଦୋଷରୁ ମୁକ୍ତି…

ଭୁବନେଶ୍ବର: ରାଜ୍ୟର ସ୍କୁଲଗୁଡ଼ିକରେ ପାଇଖାନା ପ୍ରସଙ୍ଗରେ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ। ସ୍କୁଲରେ ହୋଇଥିବା ପାଇଖାନା ବ୍ୟବସ୍ଥାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମହାରଥୀ। ସ୍କୁଲଗୁଡ଼ିକରେ ବହୁତ ପାଇଖାନା ହୋଇଛି। ହେଲେ ସେଗୁଡ଼ିକରେ ପାଣିର ସୁବିଧା…

ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅନ୍ତର୍ଗତ କୁନୁମୁରୁ ଗାଁର ଏକ ଟାୟାର ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ…

ମାନବିକତା ଦେଖାଇଲେ ଦୁଇ ଯୁବକ

କୋଣାର୍କ: ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା । ଏହାର ପ୍ରମାଣ ଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୁଇ ଯୁବକ। ମାନବିକତା ଆଗରେ ହାର ମାନିଛି ସୁନା/ରୂପାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେ…

ଗୃହରେ ମନ୍ତ୍ରୀ ଓ ବିଧାୟକଙ୍କୁ ଉପସ୍ଥିତ…

ଭୁବନେଶ୍ବର: ବିଧାନସଭାର ଗୃହକାର୍ଯ୍ୟ ସମୟରେ ଉପସ୍ଥିତ ରହୁନାହାନ୍ତି ମନ୍ତ୍ରୀ। ଏହି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ନାରାବାଜି କରିଛନ୍ତି ବିରୋଧୀ। ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ। ଏହାପରେ ବାଚସ୍ପତି ଗୁରୁତ୍ୱପୂର୍ଣ୍ଣ…

୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ…

ଭୁବନେଶ୍ବର: ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ…

ସାନ୍‌ ଓ ସ୍ମୃତିଙ୍କ ନିଆରା ସଂଘର୍ଷ

କେରଳ: କୁହାଯାଏ ପତି-ପତ୍ନୀଙ୍କ ସଂପର୍କ ଦୁଇ ମନ ଗୋଟିଏ ପ୍ରାଣ ବୋଲି। ଏମିତି ଏକ ନିଆରା ସ୍ୱାମୀ-ସ୍ତ୍ରୀ ସଂପର୍କ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାତ ଜନ୍ମ ଏକାଠି ରହିବାକୁ ପଣ କରି ଏହାକୁ ସତ ଭାବେ ପ୍ରମାଣିତ କରିଛନ୍ତି ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ। ବିବାହର କିଛି ବର୍ଷ ପରେ ହଠାତ୍…

ଦେଶରେ ବଢ଼ିଚାଲିଛି ପ୍ରେମଜନିତ…

ନୂଆଦିଲ୍ଲୀ: ସାରା ବିଶ୍ବରେ ତଥା ଭାରତରେ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ଘଣିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ପ୍ରେମ ବା ପରକୀୟା ପ୍ରୀତି ଅଧିକାଂଶ ହତ୍ୟା ପଛର କାରଣ ହୋଇଥିବାର ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

ଦେଶବ୍ୟାପୀ ଲାଗୁ ହେବ ଏନଆରସି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆସାମରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହୋଇଥିଲା। ଏଣିକି ଦେଶବ୍ୟାପୀ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଶାହା ଆଜି ରାଜ୍ୟ ସଭାରେ ଏନଆରସି ଏବଂ କାଶ୍ମୀର ସମେତ କେତେକ…

ଷ୍ଟେଟ ବ୍ୟାଙ୍କରେ ତାଲା ପକାଇଲେ ଘର…

ମୁନିଗୁଡା: ରାୟଗଡା ଜିଲ୍ଲା ବିଷମ କଟକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ପକାଇଲେ ଘର ମାଲିକ। ବ୍ୟାଙ୍କ ଭିତର ୬ କର୍ମଚାରୀ ଅଟକ। ଘଟଣାାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି। ମିଳିଥିବା ସୂଚନା ଅନୁସାରେ ବିଷମକଟକରେ ଥିବା ଷ୍ଟେଟ ବ୍ୟାଙ୍କ ଓ ଘର ମାଲିକଙ୍କ ମଧ୍ୟରେ ହୋଇଥିବା…

ଅକ୍ଷୟଙ୍କ ‘ଗୁଡ ନ୍ୟୁଜ୍’…

 ମୁମ୍ବାଇ : ବଲିଉଡ ନିର୍ଦେଶକ ରାଜ ମେହେତାଙ୍କ ସିନେମା 'ଗୁଡ ନ୍ୟୁଜ୍'ର ଟ୍ରେଲର୍ ରିଲିଜ୍ ହୋଇଛି । ଅକ୍ଷୟ କୁମାର ଓ କରୀନା କପୁର ଖାନ୍ ଙ୍କ କିଆରା ଆଡଭାନି, ଦଲଜିତ୍ ଦୋସାଞ୍ଜ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । କରନ୍ ଜୋହର, ଅପୁର୍ବ ମେହେଟ୍ଟା, ହିରୋ ୟଶ୍ ଜୋହର୍, ସଶାଙ୍କ ଖଇତାନ୍ ଓ ଅରୁଣ…