Odisha Link
Bridging the Missing Links in Odisha

ମହିଳା ସୁରକ୍ଷା ପ୍ରସଙ୍ଗରେ ବର୍ଷିଲା ବିଜେପି

ଭୁବନେଶ୍ବର : ରାଜ୍ୟର ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ମହିଳା ଓ ଶିଶୁ କନ୍ୟା ଅସୁରକ୍ଷିତ । ଦ୍ବୀପ ତଳ ଅନ୍ଧାର ଓ ରାଜ୍ୟ ସରକାରଙ୍କର ୫ଟି ସମ୍ପୂର୍ଣ୍ଣ ବିଫଳ କହିଲା ବିଜେପି ମହିଳା ମୋର୍ଚ୍ଚା। ମହିଳାଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନ ଶୀଳ ହୁଅନ୍ତୁ ।

ଦୋଷିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ ଜନ ପ୍ରତିନିଧି ଓ ପୋଲିସ ତଦନ୍ତରେ ଅବହେଳା କଲେ, କାର୍ଯ୍ୟାନୁଷ୍ଠାନ ହେଉ କହିଲେ ପିଙ୍କି ପ୍ରଧାନ ।

Comments are closed.