Odisha Link
Bridging the Missing Links in Odisha
Daily Archives

November 22, 2019

ପିଙ୍କ ବଲରେ ନୂଆ କୀର୍ତ୍ତିମାନ କଲେ…

କୋଲକାତା: ପ୍ରଥମ ପିଙ୍କ ବଲ୍‌ ଟେଷ୍ଟରେ ଭାରତୀୟ ପେସ୍‌ ବୋଲରଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ପ୍ରଥମ ଦିବାରାତ୍ର ମ୍ୟାଚରେ ଦେଖିବାକୁ ମିଳିଛି ଭାରତୀୟ ପେସ୍‌ ବୋଲରଙ୍କ ଦମଦାର ପ୍ରଦର୍ଶନ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ହାର ମାନିଥିଲା ଭ୍ରମଣକାରୀ ବାଂଲାଦେଶ । ଭାରତ ଭ୍ରମଣକାରୀ ଟିମକୁ…

ବିରାଟଙ୍କ ୫ହଜାର ରନ୍ ପୂରଣ, ହେଲେ ନୂଆ…

କୋଲକାତା: ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି। ଅଧିନାୟକ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି।…

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ,…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।…

ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ଦେଲେ…

ଭୁବନେଶ୍ବର: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନକରାଯାଉ। ମହିଳାଙ୍କ ଉପରେ ଅନ୍ୟାୟ ବରଖାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୯ରେ ରେଡ-ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି ହୋଇଛି।…

ସଜେଇ ହୋଇଛି ବାଣୀବିହାର, ଦେଖିନ୍ତୁ…

ଭୁବନେଶ୍ବର: ରାତି ପାହିଲେ ଉତ୍କଳ ବିଶ୍ବବିଦ୍ୟାଳୟ ପାଳନ କରିବ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ଉତ୍ସବ। ଏଥିପାଇଁ ସଜେଇ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ପ୍ଲାଟିନମ୍‌ ଜୁବୁଲିକୁ ସ୍ମରଣୀୟ କରିବା ପାଇଁ ଦିନ ରାତି ଏକ କରୁଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଏବଂ…

କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ…

ଭୁବନେଶ୍ବର: ଆସନ୍ତାକାଲି ରାତି ପାହିଲେ ଉତ୍କଳ ବିଶ୍ବବିଦ୍ୟାଳୟ ପାଳନ କରିବାକୁ ଯାଉଛି ପ୍ଲାଟିନମ୍‌ ଜୁବୁଲି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବାଣୀବିହାର। ହେଲେ ହଠାତ୍‌ ଆଜି ଏକ ଘଟଣା ପୂରା ବାଣୀବିିହାରରେ ଲାଗି ରହିଥିବା କାମକୁ ଏକରକମ ୪ ରୁ ୫ ଘଣ୍ଟା ପ୍ରର୍ଯ୍ୟନ୍ତ ଠପ୍‌ କରିଦେଇଥିଲା। କାରଣ ଆଜି…

ଶକ୍ତି ସଂରକ୍ଷଣ ଚିତ୍ରାଙ୍କନ…

ଭୁବନେଶ୍ବର : ବ୍ୟୁରୋ ଅଫ ଏନର୍ଜି ଏନଫିସିଏନସି ,ଶକ୍ତି ମନ୍ତ୍ରାଳୟ , ଭାରତ ସରକାରଙ୍କ ତରଫରୁ , ଏନଟିପିସି ଭୁବନେଶ୍ବର ଦ୍ବାରା ଆୟୋଜିତ , ଶକ୍ତି ସଂରକ୍ଷଣ-୨୦୧୯ ଚିତ୍ରାଙ୍କନ ପ୍ରତିଯୋଗୀତାରେ ୬.୩୩ ଲକ୍ଷ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଭୁପିନ୍ଦର ସିଂ ପୁନିଆ,…

ମହାରାଷ୍ଟ୍ରରେ ମେଣ୍ଟ ୬-୮ ମାସ ବି…

ରାଞ୍ଚି: ମହାରାଷ୍ଟ୍ରରେ ଗଠନ ହେବ ମେଣ୍ଟ ସରକାର। ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ହେବାକୁ ଥିବା ମେଣ୍ଟ ସରକାରକୁ ସୁବିଧାବାଦୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ମହାରାଷ୍ଟ୍ରରେ ଯଦି ସରକାର କରନ୍ତି, ଏହା ୬-୮ ମାସ ମଧ୍ୟ ତିଷ୍ଠିବନି।…

ବାଂଲାଦେଶକୁ ଅଲଆଉଟ୍‌ କଲା ଭାରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ପିଙ୍କ୍‌ ବଲ୍ ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ। ଭାରତୀୟ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବ ନିମ୍ନ…

ସର୍ବଭାରତୀୟ ସାନ୍ତାଳୀ ଲେଖକ…

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଦିନ ଭୁବନେଶ୍ୱରରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଅନୁଷ୍ଠିତ ହେଉଛି । ୨୩ ତାରିଖ ଦିନ ଏହି ସମ୍ମିଳନୀର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଏହି ୨ ଦିନିଆ ଲେଖକ ସମାବେଶରେ ବିହାର, ପଶ୍ଚିମ ବଙ୍ଗ, ଆସାମ, ଝାରଖଣ୍ଡ, ଓଡ଼ିଶା…