Odisha Link
Bridging the Missing Links in Odisha

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ, ହେଲେ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।

ଏଥିସହିତ ସେ କହିଛନ୍ତି ଯେ, ବୈଠକରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଉଦ୍ଧବ ଠାକରେଙ୍କ ନାମ ଆଲୋଚନା ହୋଇଛି। ଆସନ୍ତାକଲି ତିନି ଦଳ ଡାକିବୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ବୋଲି କହିଛନ୍ତି ଶରଦ ପାଓ୍ବାର।

Comments are closed.