Odisha Link
Bridging the Missing Links in Odisha
Browsing Tag

Sarad Power

ଶରଦ ପାଓ୍ବାରଙ୍କ ହାତରୁ ଗଲା ଏନସିପି;…

ଓଏଲ୍‌ ବ୍ୟୁରୋ: ଏନ୍‌ସିପି କାହାର ? ଶରଦ ପାଓ୍ବାରଙ୍କର ନା ଅଜିତ ପାଓ୍ବାରଙ୍କର। ଏନେଇ ଆଜି ନିର୍ବାଚନ ଆୟୋଗ ଶୁଣାଇଛନ୍ତି ନିଷ୍ପତ୍ତି। ଦାଦା ପୁତୁରା କଳିରେ ପୁତୁରାର ବିଜୟ ହୋଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଅଜିତ ପାଓ୍ବାର ଗୋଷ୍ଠୀ ଏନିସିପି ହିଁ ଅସଲ ଏନସିପି। ନିର୍ବାଚନ ଆୟୋଗ କହିଛନ୍ତି,…

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ,…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।…

ଶିବସେନାକୁ ଅଡ଼ୁଆ ପାଓ୍ବାରଙ୍କ ବୟାନ,…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଦିନକୁ ଦିନ ଟୁଇଷ୍ଟ ବଢ଼ିବାରେ ଲାଗିଛି। କେତବେଳେ କିଏ କଣ କହୁଛି ତାହା ସମସ୍ତଙ୍କ ଅବୁଝା। ହେଲେ ସରକାର ଗଠନକୁ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସହିତ ବୁଝାମଣା ନହେବାରୁ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା। ଏକଥା ବି…

ସୋନିଆ-ଶରଦ ସାକ୍ଷାତକାର, ପାୱାର କହିଲେ.

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶରଦ ପାଓ୍ବାର। ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ସୋନିଆଙ୍କ ସହ ମହାରାଷ୍ଟ୍ର…

ସୋନିଆଙ୍କୁ ଭେଟିଲେ ପାଓ୍ବାର,…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ୨୦ ଦିନରୁ ଅଧିକ ସମୟ ହେଲା ସରକାର ଗଠନକୁ ନେଇ ଚାଲିଛି ହାଇଭୋଲଟେଜ୍‌ ଡ୍ରାମା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ଶାସନ…

ରବିବାର ନୁହେଁ ଏହିଦିନ ହେବ…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି ନୂଆ ଟ୍ବିଷ୍ଟ। କ୍ଷମତା ଯୁଦ୍ଧରେ ଘଡ଼ିକେ ଘଡ଼ି ଛୁଟୁଛି। ମହାରାଷ୍ଟ୍ରରରେ ଶିବସେନା-କଂଗ୍ରେସ-ଏନ୍‌ସିପିର ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ…

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି…

ମହାରାଷ୍ଟ୍ର: ସଞ୍ଜୟ-ଶରଦ ସାକ୍ଷାତ,…

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଅପରପକ୍ଷେ ନିର୍ବାଚନର ଫଳାଫଳ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ପାରିନାହିଁ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଛି ଅସ୍ପଷ୍ଟ ଚିତ୍ର। ଗତକାଲି ଶିବସେନା ଆରଆରଏସ୍‌ ମୁଖ୍ୟ ମୋହନ…

ସୋନିଆଙ୍କୁ ଭେଟିଲେ ଶରଦ, କହିଲେ..

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏନସିପି ନେତା ଶରଦ ପାଓ୍ବାର। ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଛନ୍ତି ଶରଦ। ସେ ସୋନିଆଙ୍କ ସହ ଦୀର୍ଘ ସମୟ ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।…

ମହାରାଷ୍ଟ୍ର: ଏନସିପି ଅଧ୍ୟକ୍ଷ ଶରଦ…

ମୁମ୍ବାଇ: ମହାରାଷ୍ଟ୍ର ନାମ ହିଁ ଯଥେଷ୍ଟ। କାହିଁକିନା ସାରା ଦେଶରେ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା। ନିର୍ବାଚନ ଫଳାଫଳ ବାହାରିବାର ୯ଦିନ ପରେ ମଧ୍ୟ କିଏ ଗଢ଼ିବ ସରକାର ସେ ନେଇ ସ୍ପଷ୍ଟ ହୋଇନାହିଁ। କିଏ ହେବ ମୁଖ୍ୟମନ୍ତ୍ରୀ। କିଏ କିଏ ମିଶି ବନେଇବେ ସରକାର। ଏସବୁ ନେଇ ଜାତୀୟ ରାଜନୀତିରେ…