Odisha Link
Bridging the Missing Links in Odisha
Browsing Tag

Siva Sena

ମୁମ୍ବାଇରେ ସୁଶାନ୍ତଙ୍କୁ ପରିଚୟ ମିଳିଛି…

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୁୃତ୍ୟୁକୁ ପାଖାପାଖୀ ୨ମାସ ବିତିଗଲାଣି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ସାରିଛି। ସୁଶାନ୍ତଙ୍କ…

ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ,…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଧବ…

କରୋନା: ସଂସଦ ଯିବେନି ଶିବସେନା ସାଂସଦ,…

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଦେଶର ୨୨ଟି ରାଜ୍ୟରେ ୩୯୭ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ…

ବିଜେପିରୁ ଅଲଗା ହୋଇଛି, ହିନ୍ଦୁତ୍ୱ ଠାରୁ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟ ପ୍ରକାଶ ହେବା ପରେ ଆଜି ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅଯୋଧ୍ୟା ଗସ୍ତ କରି ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଦେବେ ବୋଲି ଘୋଷଣା…

ଆଉ କାହାର ସ୍ବପ୍ନ ବୁଲେଟ ଟ୍ରେନ, ଆମର…

ମୁମ୍ବାଇ: ମୋଦିଙ୍କ ସ୍ବପ୍ନକୁ ଝଟକା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅହମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ ଚଲାଇବା ପାଇଁ ନରେନ୍ଦ୍ର ମୋଦି ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ବଡ଼ ଝଟକା ଦେଇଛନ୍ତି ଉଦ୍ଧବ ଠାକରେ। 'ସାମ୍ନା' ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଉଦ୍ଧବ ଠାକରେ…

ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କୁ ଟାର୍ଗେଟ…

ମୁମ୍ବାଇ: ଚର୍ଚ୍ଚାରେ ଜେଏନୟୁ ଛାତ୍ର ଶରଜିଲ ଇମାମ। ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବେ ଅଭିଯୋଗରେ ଗିରଫ ହୋଇଛନ୍ତି ସେ। ଅନ୍ୟପଟେ ବିଜେପିର ପୁରୁଣା ସହଯୋଗୀ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି। ଏଥିରେ ଉଲ୍ଲେଖ ହୋଇଛି ଯେ, ଶରଜିଲ ମୁସଲିମ ସଂପ୍ରଦାୟର…

ବିରୋଧୀ ୨ଦିନ ଆଣ୍ଡାମାନ ଜେଲକୁ ଯାଆନ୍ତୁ,…

ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ବୀର ସାଭରକରଙ୍କ ପ୍ରସଙ୍ଗକୁ ନେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବୀର ସାଭରକରଙ୍କ ବିରୋଧ କରୁଥିବା କୌଣସି ବିଚାରଧାରାର କିମ୍ବା କୌଣସି ପାର୍ଟିର ଲୋକ ହୋଇଥାଆନ୍ତୁ କାହିଁକି ତାଙ୍କୁ ଆଣ୍ଡାମାନ ନିକୋବର ଜେଲରେ ୨ଦିନ ରହିବା ଦରକାର ବୋଲି ସଞ୍ଜୟ ରାଉତ…

ନାଗପୁର ଜିଲ୍ଲା ପରିଷଦ ନିର୍ବାଚନ:…

ନାଗପୁର: ମହାରାଷ୍ଟ୍ର ପରେ ନାଗପୁରରେ ବିଜେପିକୁ ଝଟକା। ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ହାତରୁ ନାଗପୁର ଚାଲିଯାଇଛି। ଏଠାରେ ପୂର୍ବରୁ ବିଜେପିର ଦବଦବା ରହିଥିଲା। ଏପରି କି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଗଡ଼ ଭାବେ ପରିଚିତ ନାଗପୁରରେ ବିଜେପି…

ସାବରକର ବିବାଦ: ଶିବସେନା କହିଲା ମହାନ,…

ନୂଆଦିଲ୍ଲୀ: କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। କାରଣ କଂଗ୍ରେସ ଦାବି କରିଛି ଯେ ହିନ୍ଦୁ ମହାସଭାର ସହ ସଂସ୍ଥାପକ ବିନାୟକ ଦାମୋଦର ସାବରକର ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡ଼ସେଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ଏହାକୁ ନେଇ ଶ୍ରୀ ସିଂହ କହିଛନ୍ତି…

ଏହା ପାକିସ୍ତାନର ସଂସଦ ନୁହେଁ: ଶିବସେନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭା ସରଗରମ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ସିଏବି ବିଲକୁ ଆଗତ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ…