Odisha Link
Bridging the Missing Links in Odisha
Browsing Tag

Siva Sena

ସିଏବି: କଂଗ୍ରେସର ସହଯୋଗୀ କେନ୍ଦ୍ର…

ନୂଆଦିଲ୍ଲୀ: ଗତକାଲି ରାତିରେ ଲୋକସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ୍‌(ସିଏବି)। ଗତକାଲି ମଧ୍ୟରାତ୍ରରେ ପାରିତ ହୋଇଥିବା ସିଏବି ସପକ୍ଷରେ ୩୧୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୮୦ ଖଣ୍ଡ ଭୋଟ ପଡ଼ିଥିଲା। ହେଲେ ବିଜେପି ଓ ଏନଡିଏକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ…

ଶିବସେନାକୁ ଝଟକା, ବିଜେପିରେ ଯୋଗ ଦେଲେ…

ମୁମ୍ବାଇ: ଶିବସେନାକୁ ଝଟକା। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ୭ଦିନ ନପୁରୁଣୁ ଦଳରେ ବିଦ୍ରୋହ। ଶିବସେନାର ୪୦୦ କର୍ମୀ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ…

ଶିବସେନାର ଟାର୍ଗେଟରେ ଫଡନାଭିସ୍, କହିଲା…

ମୁମ୍ବାଇ: ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଗତକାଲିଠୁ ବିଧିବଦ୍ଧ ଭାବେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଦାୟିତ୍ୱ ନେଇଛି। ଫଳରେ ରାଜ୍ୟରେ ସର୍ବାଧିକ ଆସନ ଜିତିଥିବା ଦଳ ବିଜେପି ବିରୋଧୀ ଆସନରେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ମହା ରାଜନୀତିର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଆଜି ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ…

ଅଜିତ ବିଶ୍ବାସଘାତକତା କଲେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପରେ ଶିବସେନାର କଡା ପ୍ରତିକ୍ରିୟା। ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ଟାର୍ଗେଟ। ସେ କହିଛନ୍ତି ଯେ, ଅଜିତ ପାଓ୍ବାର ବିଶ୍ବାସଘାତକତା କରିଛନ୍ତି। ଜନତା ଏହାର ଉଚିତ୍‌ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ। ଏଥିସହିତ ସେ…

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ,…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।…

ମହାରାଷ୍ଟ୍ର: ଆଜି ହେବ ଆଲୋଚନା,…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ ଦିବସ। କାରଣ ଗତକାଲି ଏନିସିପି ଓ କଂଗ୍ରେସ ସରକାର ଗଠନ ନେଇ ସହମତି ପ୍ରକାଶ କରିଛନ୍ତି। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ ବସିବ। ଏହି ବୈଠକ ପରେ ମହାରାଷ୍ଟ୍ର ରାଜନୀତିର ମଙ୍ଗ କିଏ ଧରିବ ଏବଂ ସମୀକରଣ କଣ…

ମହାରାଷ୍ଟ୍ର: ମେଣ୍ଟ ପାଇଁ ସହମତି,…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆସ୍ତେ ଆସ୍ତେ ବାଟ ସଫା ହେବାରେ ଲାଗିଛି। ସରକାର ଗଠନକୁ ନେଇ ଲାଗି ରହିଥିବା କେଁ ଆସ୍ତେ ଆସ୍ତେ ସମାଧାନର ବାଟ ଫିଟାଉଛି। ହେଲେ ସରକାର ଗଠନକୁ ନେଇ ଏବେ ବି କେଁ ଲାଗି ରହିଛି। କାରଣ ଆସନ୍ତାକଲି ହେଉଛି ଗୁରୁତ୍ବପୂର୍ଣ୍ଣ ଦିନ। ଆସନ୍ତାକାଲି ଶିବସେନା, କଂଗ୍ରେସ…

ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ଶିବସେନା। ହେଲେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ ନଜର ପକାଇଛି ଶିବସେନା। ଆସନ୍ତାକାଲି ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା…

ମହାରାଷ୍ଟ୍ର: ବସୁଛି ଘନଘନ ବୈଠକ,…

ମୁମ୍ବାଇ: ଆସନ୍ତାକଲି ମହାରାଷ୍ଟ୍ର ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ କିଏ ମହାରାଷ୍ଟ୍ରରେ ସରକାର ଗଠନ କରିବ ସେ ନେଇ ଆସନ୍ତାକାଲି ହେବ ଫୈସଲା। ଗତକାଲି କଂଗ୍ରେସ-ଏନସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ…