Odisha Link
Bridging the Missing Links in Odisha

ଦନ୍ତାହାତୀର ମୃତଦେହ ଠାବ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଛକର ଅନତିଦୂରରେ ଥିବା ମଲାଗୁଣୀ ନଦୀକୂଳରେ ଗୋଟାଏ ଦନ୍ତାହାତୀ ମରି ପଡ଼ିଥିବା କଥା ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଦେଖିଛନ୍ତି।

କାଦୁଅ ବୋଳି ହୋଇଥିବା ହାତୀଟି ନଈଧାର ଠାରୁ ଅଳ୍ପଦୂରରେ ଥିବା କାଦୁଅରେ ପଡ଼ିଛି। ଏ ସଂକ୍ରାନ୍ତରେ ଖବର ପାଇବା ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.