କାଲି ଆସିବ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ: ଆସନ୍ତାକାଲିକୁ ମହାରାଷ୍ଟ୍ର ରାୟ ଶୁଣାଇବେ ସୁପ୍ରିମକୋର୍ଟ। କାଲି ସକା ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।
ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ନ ଦେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଆଜି ଫ୍ଲୋର ଟେଷ୍ଟ ପାଇଁ ବିରୋଧୀ ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ପିଟିସନ୍ ହୋଇଥିଲା।
Comments are closed.