Odisha Link
Bridging the Missing Links in Odisha

ଡିସେମ୍ବର ୧ରୁ ୮ ପର୍ଯ୍ୟନ୍ତ ବରୁଣେଇରେ ପିକନିକ ବନ୍ଦ

ଖୋର୍ଦ୍ଧା: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ଡିସେମ୍ବର ୧ରୁ ୮ ପର୍ଯ୍ୟନ୍ତ ବରୁଣେଇରେ ପିକନିକ ବନ୍ଦ ରହିବ। ୮ ତାରିଖରେ ରାଷ୍ଟ୍ରପତି ସହିଦ ସ୍ମାରକୀର ଭିତ୍ତି ଦେବେ ପାଇଁ ଖୋର୍ଦ୍ଧା ଆସୁଥିବାରୁ ସୁରକ୍ଷା କଟକଣା କଡ଼ାକଡ଼ି କରାଯାଇଛି।। ରାଷ୍ଟପତିଙ୍କ ଗସ୍ତ ପାଇଁ ସୁରକ୍ଷା ସମୀକ୍ଷା ବେଳେ ଜିଲାପାଳ ଏହି ସୂଚନା ଦେଇଛନ୍ତି ।

Comments are closed.