Odisha Link
Bridging the Missing Links in Odisha
Daily Archives

November 26, 2019

ଡିସେମ୍ବର ୧ରେ ଓଡ଼ିଶା ଉତ୍କର୍ଷ ସମ୍ମାନ…

ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବରିଷ୍ଠ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଭୁବନେଶ୍ବର: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି…

ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ…

ମୁମ୍ବାଇ: ପ୍ରୋଟେମ୍‌ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ବିଜେପିର କାଳିଦାସ କୋଲମ୍ବକର। ତାଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶପଥ କରାଇଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ବରିଷ୍ଠତା ଆଧାରରେ ଜଣେ ଅସ୍ଥାୟୀ ବାଚସ୍ପତି ବଛାଯାଇଥାଏ। ସର୍ବାଧିକ ଥର ବିଧାୟକ…

ଅନନ୍ତନାଗରେ ଆଇଇଡି ବିସ୍ଫୋରଣ: ୨ମୃତ, ୪…

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହାକୁରା ବୋଡ଼ାସଗାମ୍‌ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ‘ବ୍ୟାକ୍‌ ଟୁ ଭିଲେଜ୍‌’ ନାମରେ ଏକ ସରକାରୀ…

ଚଳିତ ଶିକ୍ଷାବର୍ଷ ଠାରୁ ସୁନ୍ଦରଗଡ…

ସୁନ୍ଦରଗଡ଼: ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଚଳିତ ଶିକ୍ଷାବର୍ଷ ଠାରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ମଧ୍ୟ ହେବ। ସୁନ୍ଦରଗଡ଼ ଦାୟିତ୍ବରେ ଥିବା ଉନ୍ନୟନ ଆୟୁକ୍ତ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ‌ଏନ୍‌ଟିପିସି…

ସନ୍ଧ୍ୟାରେ ଆସିବ ‘ମହା’ ସରକାର!

ମୁମ୍ବାଇ: ଆଉ କିଛି ସମୟ ପରେ ଶେଷ ହେବ ସବୁ ସସପେନ୍ସ। ସନ୍ଧ୍ୟାରେ ସବୁ ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁ ସ୍ପଷ୍ଟ ହୋଇଯିବ। ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେବ ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା…

ଦୁଇ ଦିନରେ ଦୁଇ ହାତୀଙ୍କ ଜୀବନ ଗଲାଣି

ଆଠମଲ୍ଲିକ: ପୁଣି ଆଜି ଆଠମଲ୍ଲିକ ବନାଞ୍ଚଳର ସିଦ୍ଧପୁର ଜଙ୍ଗଲରେ ଏକ ୭ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି। ବନ ବିଭାଗ ତରବରିଆ ଭାବେ ହାତୀକୁ ପୋତିଦେଇଛି। ହାତୀ ମୁତ୍ୟୁ କାରଣ କ୍ଷତରୁ ବୋଲି ବନ ବିଭାଗ ସୂଚନା ଦେଉଥିବା ବେଳେ ଦାନ୍ତ ନେବା ଉଦ୍ଦେଶ୍ୟରେ ହାତୀକୁ ଶିକାର କରାଯାଇଥାଇପାରେ ବୋଲି ଆଲୋଚନା…

ମୋଦି, ଶାହଙ୍କ ବାର୍ତ୍ତା ପରେ ଏହା କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜନୀତିକୁ ନେଇ ମହା'ରାୟ' ଶୁଣାଇଥିଲେ। ସୁପ୍ରିମକୋର୍ଟ ଆସ୍ଥା ଭୋଟ ପାଇଁ ଦେବେନ୍ଦ୍ର ଫଡ଼ନାଭିସ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଦିଲ୍ଲୀ ବିଜେପି କ୍ୟାମ୍ପରେ ହଲଚଲ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ…

ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଥାକରେ। ଆଜି ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବେ ମିଳିତ ମେଣ୍ଟ କରିବେ। ତିନି ଦଳ ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟିବାର ଯୋଜନା ରହିଛି। ଆସନ୍ତାକାଲି ନୂଆ ସରକାର ଗଠନ ହେବା ସମ୍ଭାବନା ରହିଛି। କଂଗ୍ରେସର ବାଲାସାହେବ ଥୋରାଟ ହୋଇପାରନ୍ତି…

୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ମହା ରାଜନୀତିରେ ମହା ଟୁଇଷ୍ଟ। ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୦ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍। ଗତ ଶନିବାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ…

ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍

ଜଫରପୁର: ଭାରତୀୟ ବାୟୁସେନା ପରେ ଏବେ ନୌସେନାରେ ପ୍ରଥମ ମଧ୍ୟ ମହିଳା ପାଇଲଟ୍ ଯୋଗ ଦେବାକୁ ଯାଉଛନ୍ତି। ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଚୟନ କରାଯାଇଛି। ଶିବାଙ୍ଗୀ ସ୍ବରୂପ କେରଳର କୋଚ୍ଚିରେ ନୌସେନା ଅପରେଶନ ଡ୍ୟୁଟିରେ ସାମିଲ ହେବେ। ବର୍ତ୍ତମାନ ଶିବାଙ୍ଗୀ…