Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଟାଙ୍ଗୀ ଥାନା ଭଜାଗଡ ଗାଁର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ରଣପୁର ରେଞ୍ଜ ମୁକ୍ତାପୁର ଗାଁ ଜଙ୍ଗଲରେ ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଟାଙ୍ଗୀ ଥାନା ଭଜାଗଡ ଗାଁର ବୋଲି ଜଣାପଡିଛି। ମହିଳା ତଥା ଜଣଙ୍କ ମୁକ୍ତାପୁର ଗାଁ ପାତାଳେଶ୍ବର ମନ୍ଦିର ନିକଟରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Comments are closed.