Odisha Link
Bridging the Missing Links in Odisha
Daily Archives

November 27, 2019

ନବୀନ…କେମିତି ମିଳିବ ଘର ଜଣା…

ଭୁବନେଶ୍ବର: ବିଧାୟକଙ୍କୁ ଘର ନମିଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ବିଧାନସଭାରେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଷ୍ଣୁ ସେଠୀ। ସଦାବେଳେ ନାରା ବାଜି ଦେଇ ବିରୋଧ କରୁଥିଲେ କିନ୍ତୁ ଏଥର ଟିକେ ନିଆରା ଢ଼ଙ୍ଗରେ…

‘ ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର…

ଭୁବନେଶ୍ୱର: ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍‌, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନ ପୂର୍ବକ ସମାଜ ଏବଂ ସଭ୍ୟତାର ଧାର୍ମିକ, ସାଂସ୍କୃତିକ ତଥା ଐତିହାସିକ…

‘ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର…

ଭୁବନେଶ୍ୱର : ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ସହିତ ପ୍ରଗତି ହାସଲ କରିହେବ । ଅର୍ଥନୀତିର ବିକାଶରେ ଗବେଷଣାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଥିବାରୁ ଏ ଦିଗରେ ଅଧିକ ବ୍ୟୟ ହେବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା…

‘ଆପଣ ମାନେ ଖୁସି ତ?’ କୁ…

ଭୁବନେଶ୍ବର: ଆଜକୁ ବର୍ଷେ ତଳେ ଅର୍ଥାତ୍‌ ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଓଡ଼ିଶାରେ ଉଦଘାଟନ ହୋଇଥିଲା ପୁରୁଷ ହକି ବିଶ୍ବକପ୍। ଆଉ ଏହିଦିନ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଆଉ ଅଧିକ ବ୍ୟବହୃତ ଡାଇଲଗ୍‌ 'ଆପଣ ମାନେ ଖୁସି ତ?' କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ପୁରୁଷ ହକି ବିଶ୍ବକପ୍‌…

ଓଡ଼ିଶାରେ ହେବ ୨୦୨୩ ପୁରୁଷ ହକି…

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଦେଶର ହକି ହବ୍‌ ଭାବେ ପରିଚିତ ଓଡ଼ିଶା ପାଇଁ ଆଉ ଏକ ବଡ଼ ଖବର। କାରଣ ୨୦୨୩ ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ ଦାୟିତ୍ବ ପୁଣିଥରେ ଓଡ଼ିଶାକୁ ମିଳିଛି। ଆଜି ଏନେଇ ଘୋଷଣା କରିଛି ହକି ଇଣ୍ଡିଆ। ୨୦୧୮ ବିଶ୍ୱକପର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ବୁଧବାର ହକି ଇଣ୍ଡିଆ…

ଫିକି ଓଡ଼ିଶା ଶକ୍ତି ସମ୍ମିଳନୀ ଓଡ଼ିଶାରେ…

ଭୁବନେଶ୍ୱର: ଓଡ଼ିଶାରେ ସବୁଜ ଶକ୍ତି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଫିକି ଓଡ଼ିଶା ରାଜ୍ୟ ପରିଷଦ ତରଫରୁ ଆଜି ହୋଟେଲ୍ ସ୍ୱସ୍ତି ପ୍ରିମିୟମରେ ଆୟୋଜନ କରାଯାଇଥିବା ଓଡ଼ିଶା ଶକ୍ତି ସମ୍ମିଳନୀକୁ ଉଦଘାଟନ କରି ସେ କହିଛନ୍ତି ଯେ,…

ଏସସିବିରୁ ଡିସଚାର୍ଜ ହେଲେ ଆଶୀର୍ବାଦ…

କଟକ: ଓଡ଼ିଶା କିକ୍ରେଟ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଆଜି କଟକ ମେଡିକାଲରୁ ବାହାରିଛନ୍ତି। ଏଟି ଲିଙ୍କ୍‌ରେ ଗିରଫ ହୋଇ ଆଶୀର୍ବାଦ ଅସୁସ୍ଥ ହେବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ।…

ଋଷର ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ଓ…

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଋଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧି ମଣ୍ଡଳି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ…

ସିନେ ପରଦାକୁ ଫେରୁଛନ୍ତୁ ଏହି ପୁରୁଣାା…

ମୁମ୍ବାଇ : ବଲିଉଡର ଚୁଲବୁଲି ନାୟିକା ରାନୀ ମୁଖାର୍ଜୀ ନିଜକୁ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗଢି ତୋଳିଛନ୍ତି। ତାଙ୍କ ଅଭିନୀତ ସିନେମା ବଣ୍ଟି ଔର ବବଲି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହି ସିନେମାରେ ରାନୀଙ୍କ ସହ ଅଭିଷେକ ବଚ୍ଚନ ଙ୍କୁ ଦେଖିବାକୁ ମିଳିଥିଲା । ଏହି ସିନେମାର ଦ୍ବିତୀୟ ଭାଗ…

ତଦନ୍ତ ଚାଲିଛି, ରିପୋର୍ଟକୁ ଅପେକ୍ଷା:…

ଭୁବନେଶ୍ବର: ଭୁବନେଶ୍ୱର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ, ‘ବିରୋଧୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କେୟାର ହସ୍ପିଟାଲରେ ଚଢ଼ାଉ କରିଛନ୍ତି। ତେଣୁ…