Odisha Link
Bridging the Missing Links in Odisha
Daily Archives

December 7, 2019

୭୦ ଲକ୍ଷ ଠକି ନେଲେ ମହିଳା !

ବଲାଙ୍ଗିର: ସହାୟତା କରିବା ବାହାନାରେ ୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆରତି ନାୟକ ନାମକ ଜଣେ ମହିଳା। ଏହି ପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ। ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତି ତାଙ୍କ ପରିବାର ସହିତ ଆସି ଗାନ୍ଧୀ ନଗର ପଡ଼ାରେ…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟରେ ଉଦ୍‌ଘାଟନ କରିଛନ୍ତି । ସ୍ଥାନୀୟ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ…

ଜଳିଗଲା ୧୦ବଖରାରୁ ଅଧିକ ଘର

ବ୍ରହ୍ମଗିରି: ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ନିଆଁଲାଗି ଜଳିଗଲା ୧୦ରୁ ଅଧିକ ବଖରା ଘର। ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯାଇଛି। କିଛି ଗାଇଗୋରୁ ଓ ଆସବାବ ପତ୍ର ମଧ୍ୟ ଜଳି ଯାଇଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ…

ଆସୁଛି ଅମ୍ମାଙ୍କ ଜୀବନୀକୁ ନେଇ ୱେବ…

ମୁମ୍ବାଇ: ତାମିଲନାଡୁର ପୂର୍ବତନ ଦିଂବଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆସୁଛି ଏକ ୱେବ ସିରିଜ। ଏହି ୱେବ ସିରିଜର ନାଁ ‘କୁଇନ ’ ଥିବା ବେଳେ ଏବେ ଏହି ୱେବ ସିରିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ୱେବ ସିରିଜରେ ଦେଖିବାକୁ ମିଳିବ ଜୟଲଳିତାଙ୍କ ଅଭିନୟରୁ ଆରମ୍ଭ କରି ତାଙ୍କ ରାଜନୌତିକ…

ଟପ-୧୦ ଥାନା ତାଲିକାରେ ଓଡିଶାର ନାଁ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ମହିଳାମାନେ ଦୁଷ୍କର୍ମ ତଥା ହତ୍ୟାର ଶିକାର ହେଉଛନ୍ତି। ଏନେଇ ଜନ ସାଧାରଣ ପୁଲିସ ପ୍ରଶାସନର ସୁରକ୍ଷା ପ୍ରଦାନରେ ବିଫଳତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଜାରି କରିଛି ଦେଶର ସର୍ବଶ୍ରେଷ୍ଠ ୧୦ଟି ପୁଲିସ ଥାନାର ତାଲିକା। ଏହି ତାଲିକାରେ ଓଡ଼ିଶାର କୌଣସି…

ଲୁନାରେ ଲାଗିଲା ଫାଇନ୍‌, କାରଣ ଜାଣିଲେ…

ନବରଙ୍ଗପୁର: ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ ଟ୍ରାଫିକ୍‌ ନିୟମ। କେବଳ କାଗଜପତ୍ରକୁ ଛାଡିଦେଲେ ଆଉ କେଉଁଥିରେ ଜନସାଧାରଣଙ୍କୁ ମିଳୁନି ମାଫ୍। ରାଜ୍ୟରେ ପ୍ରତିଦିନ ଫାଇନ୍‌ ଆଦାୟ ନେଇ ଖବର ପ୍ରସାରିତ ହେଉଛି। ହେଲେ ଏକ ଫାଇନ ଏଭଳି କଟିଛି ଯାହା ଆପଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ। କାରଣ ଲୁନାରେ ଲାଗିଲା ସିଟ୍…

ବସ୍‌ ଓଲଟି ୧୧ ଆହାତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ ଆସୁଥିଲା। କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ୫୭ ନମ୍ବର ଜାତୀୟ ରାଜପଥର…

ଟି-୨୦: ରାହୁଲଙ୍କ ୧ହଜାର ରନ୍‌ ପୂରଣ

ହାଇଦ୍ରାବାଦ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଅଧିନାୟକ ବିରାଟ କୋହଲି ଏବଂ ଅପନର କେ ଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ପାରିଛି। ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ…

ସୋମବାର ଦାୟିତ୍ବ ଗ୍ରହଣ କରିବେ ନୂଆ…

କଟକ : ରାଜ୍ୟ ପୁଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଡିସେମ୍ବର ୯ ତାରିଖରେ ଯୋଗଦେବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ଜାନୁଆରି ୨…

ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ…

ଭୁବନେଶ୍ଵର: ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନ ପାରି ଶେଷରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାଜଧାନୀର ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଥିବା ଏକ ସରକାର ସ୍କୁଲରେ ଏହି ଘଟଣା ଘଟିଛି। ଛାତ୍ରୀ ଜଣକ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ…