Odisha Link
Bridging the Missing Links in Odisha
Daily Archives

December 10, 2019

ପିଆଜ କିଲୋ ୧୫୦, ଆପଣ ମାନେ ଖୁସି ତ?

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଛି। ଫଳରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି। ତେଣୁ ପିଆଜ ଦର ବୃଦ୍ଧିକୁ ପ୍ରତିବାଦ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବହିଷ୍କାର ଦାବି କରିଛି ଛାତ୍ର କଂଗ୍ରେସ। ଏଥିସହ ଯୋଗାଣ ମନ୍ତ୍ରୀଙ୍କ ଘରକୁ ପିଆଜ ମାଡ଼ ମଧ୍ୟ ହୋଇଛି। ପିଆଜ…

ଗୁପ୍ତେଶ୍ବର ମନ୍ଦିର ଭିତରେ ଆତ୍ମହତ୍ୟା

କୋରାପୁଟ: ଆଜି ସକାଳେ କୋରାପୁଟ ଜିଲ୍ଲାରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶିବଲିଙ୍ଗଠାରୁ ମାତ୍ର…

ନାଗରିକତା ବିଲ୍: କାଲି ରାଜ୍ୟସଭା…

ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରରେ ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଏହି ବିଲକୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ତେବେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ…

ନିଜ ଦେହରେ ନିଆଁ ଲଗାଇଲେ ଛାତ୍ର !

ମୟୁରଭଞ୍ଜ: ସ୍କୁଲ ନ ଯିବା ପାଇଁ ସାନ ଭାଇ ଜିଦ ଧରିଥିଲ କିନ୍ତୁ ବଡ଼ ଭଉଣୀ ଗାଳି ଦେବାରୁ ଦେହରେ ନିଆଁ ଲଗାଇ ଦେଲେ ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ଗାଁର ଭୋଜପଦା ସାହିରେ ଘଟିଛି। ପୂର୍ଣ୍ଣଚନ୍ଦ୍ର ମରାଣ୍ଡିଙ୍କ ପୁତୁରା ନିକଟସ୍ଥ ପଶୁଦା ହାଇସ୍କୁଲରେ ୯ମ…

ଦିଲ୍ଲୀ କିରାଡ଼ୀରେ ଭୟାଭୟ ଅଗ୍ନିକାଣ୍ଡ,…

ନୂଆଦିଲ୍ଲୀ: ନୂଆଦିଲ୍ଲୀର କିରାଡ଼ୀ ଅଞ୍ଚଳରେ ଥିବା ଏକ ଫର୍ନିଚର ମାର୍କେଟରେ ଆଜି ପୂର୍ବାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଏହି ଗୋଦାମ ପ୍ରାୟ ୩୦୦ ବର୍ଗ ମିଟର ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଆଖପାଖ ଦୋକାନକୁ ନିଆଁ ବ୍ୟାପିବା…

ଅଟୋ-ବୋଲେରୋ ଧକ୍କା, ୧୦ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଜୁଙ୍ଗିଆ ଅଞ୍ଚଳର ଏକ ଯାତ୍ରୀ…

ବିକ୍ଷୋଭ କିଏ କରୁଛି?, ମୁଁ ଜାଣିନି:…

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳରେ ତେଜିଛି ଜନ ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ନେଇ ବିକ୍ଷୋଭ ପ୍ରସଙ୍ଗରେ ମୁହଁ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସେ କହିଛନ୍ତି ଯେ, କେଉଁମାନେ ସେଠାରେ ବିକ୍ଷୋଭ କରୁଚନ୍ତି ମୁଁ ଜାଣିନାହିଁ। ଏଥିସହିତ ସେ କହିଛନ୍ତି ଯେ,…

ଫୋନ୍‌ ଚାର୍ଜରେ ବ୍ୟକ୍ତିଗତ ତଥ୍ୟ ଚୋରି !

ନୂଆଦିଲ୍ଲୀ: ଦିନକୁ ଦିନ ଫୋନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ଏଥିସହ ବିପଦ ମଧ୍ୟ ବଢିବାରେ ଲାଗିଛି। ଲୋକଙ୍କ ପାଇଁ ଫୋନ ଏବେ ନିହାତି ଆବଶ୍ୟକ ସାମଗ୍ରୀ ପାଲଟି ଯାଇଛି। ମୋବାଇଲ ବିନା ସମୟ କାଟିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ଫଳରେ ଫୋନରେ ଚାର୍ଜ ସରିଲା ମାତ୍ରେ ଫୋନ୍‌ ଚାର୍ଜ ପାଇଁ ଲୋକେ ବ୍ୟସ୍ତ…

ଡିସେମ୍ବର ୨୪ରୁ ୨୮ ଗୋପାଳପୁର ବେଳାଭୂମି…

ବ୍ରହ୍ମପୁର: ଆସନ୍ତା ୨୪ରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ। ଏହି ମହୋତ୍ସବ ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏଥିସହିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଲୋକଙ୍କ ଭିଡ଼ ଦୃଷ୍ଟିରୁ ଏ ବର୍ଷ…

ପ୍ରତିଷ୍ଠା ହେବ ୪୫ ଟି ଫାଷ୍ଟ୍‌ ଟ୍ରାକ୍‌…

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ। ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମଧ୍ୟରୁ ୨୧ ଗୋଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିବ। ସମସ୍ତ ୨୪ ଗୋଟି କୋର୍ଟରେ ପୋକ୍ସୋ ମାମଲାଗୁଡିକର ବିଚାର କରାଯିବ। ଏହି ବାବଦରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା…