Odisha Link
Bridging the Missing Links in Odisha
Daily Archives

December 10, 2019

ପ୍ରକାଶ ପାଇଲା ନଭେମ୍ବର ମାସ ପାଇଁ ଓଡିଶା…

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ଥିରୀକୃତ ସତର ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରୁ ଓଡ଼ିଶାରେ ଥିବା ୮୧ଟି ପାଇଁ ଏହି ରେଟିଙ୍ଗ ପ୍ରକାଶିତ ହୋଇଛି। ସେମାନଙ୍କ ମଧ୍ୟରୁ ୧୦ଟି…

ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମାଜର ପଥ…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପରୀକ୍ଷା ଠିକ୍‌ ସମୟରେ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବବ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଯୁକ୍ତ-୩ ପରୀକ୍ଷା ନିର୍ଘଣ୍ଟ ପ୍ରସ୍ତୁତ କରି ପରୀକ୍ଷା ଫଳ ପ୍ରକାଶ କରିବା ତାରିଖ…

ପୁସ୍ତକର ଚିରନ୍ତନ ଆବେଦନ ସର୍ବଦା…

ଭୁବନେଶ୍ବର: ପୁସ୍ତକ ହେଉଛି ବିଶ୍ୱକୁ ଗବାକ୍ଷ। ଏହା ପାଠ କରି ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣର ଅନୁଭବ ମିଳେ। ପୁସ୍ତକର ଚିରନ୍ତନ ଆବେଦନ ଚିରକାଳ ସ୍ୱୀକାର୍ଯ୍ୟ ବୋଲି ବିଶିଷ୍ଟ କଥାକାର ତଥା ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

ଉର୍ଜା ଓ ଇସ୍ପାତ ପ୍ରସଙ୍ଗରେ ଜାପାନ…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସୀ କାଜିୟାମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଯାଇଛି । ଏହି ଆଲୋଚନା କାଳରେ ଭାରତ ଓ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଉଭୟ ମନ୍ତ୍ରୀ ଉର୍ଜା…

ନିର୍ଭୟା ଦୋଷୀର ଫାଶୀରୁ ବଞ୍ଚିବା…

ନୂଆଦିଲ୍ଲୀ: ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଇ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଜୋର ଧରିଥିବା ବେଳେ ଫାଶୀରୁ ବର୍ତ୍ତିବାକୁ ଦୋଷୀମାନେ…

ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗରେ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ…

ବକେୟା ଦିଅ ନେଚତ ଲାଇନ୍‌ କଟିବ: ଅରୁଣ…

ଭୁବନେଶ୍ବର: ଆପଣ ବିଦ୍ୟୁତ୍‌ ବିଲ୍‌ ଠିକ୍‌ ଭାବରେ ପୈଠ କରୁ ନାହାନ୍ତି କି? ତେବେ ହେଇ ଯାଆନ୍ତୁ ସାବଧାନ। କାରଣ ବକେୟା ବିଲ ପୈଠ ନକଲେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବେ। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ଏଥିସହିତ ସେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ଅନୁରୋଧ ସେମାନେ…

ନାଗରିକତା ବିଲ୍: ଆଞ୍ଚଳିକ ଦଳଙ୍କ ଭୂମିକା…

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବେ। ଲୋକସଭା ଭଳି ରାଜ୍ୟସଭାରେ ବିଲ୍ ପାସ କରାଇବାକୁ ରୀତିମତ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା। ସେପଟେ ବିଲ୍ ପାସ୍ କରାଇ ନଦେବାକୁ ସ୍ୱତନ୍ତ୍ର…

୨୦୨୦ରୁ ଏକକ ପିଜି ପ୍ରବେଶିକା: ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୦ ଶିକ୍ଷାବର୍ଷରେ ଦେଖାଯିବ ନୂଆ ନିୟମ। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା ଲାଗୁ ହେବ ବୋଲି…

ଆହୁରି ୧୫୧ ମଠ ମନ୍ଦିରର ଅଡିଟ୍‌ କରିବ…

ଭୁବନେଶ୍ବର: ୬୧ ମଠମନ୍ଦିରରେ ମୋଟା ଅଙ୍କର ଦୁର୍ନୀତିକୁ ଏଜି ଧରିବା ପରେ ଦେ‌ବୋତ୍ତର ବିଭାଗ ତତ୍ପର ହୋଇଛି। ଆଉ ୧୫୧ଟି ମଠ ମନ୍ଦିରର ଅଡିଟ୍‌ ଭାର ଏଜିକୁ ଦେବା ପାଇଁ ଦେବୋତ୍ତର କମିସନର ଆଇନ ବିଭାଗକୁ ଅନୁମତି ମାଗିଥିଲେ। ଏହି ଆବେଦନକୁ ବିଧି ବିଭାଗ ମୋହର ମାରିଛି। ଖୁବ୍‌ଶୀଘ୍ର ଏହାର ବିଜ୍ଞପ୍ତି…