Odisha Link
Bridging the Missing Links in Odisha

ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ। କିଛି ଦିନ ତଳେ ଦିଲ୍ଲୀର ଏକ ଧାନ ମଣ୍ଡିରେ ଅଗ୍ନିକାଣ୍ଡ ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ପୁଣି ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସୂଚନା ପାଇ ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡରେ ବହୁ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇ ଯାଇଥିବାର ଅନୁମାନ କରାଯାଉଛି।

Comments are closed.