Odisha Link
Bridging the Missing Links in Odisha
Daily Archives

December 14, 2019

ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଭିଜିଟର୍ କନଫରେନ୍ସରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗଦେଇ ଶିକ୍ଷା…

ହଜାର ଥର ଜନ୍ମ ନେଲେ ମଧ୍ୟ ସାବରକରଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ଭାରତ ବଞ୍ଚାଅ ସମାବଶରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମେକ୍‌ ଇନ୍‌ ଇଣ୍ଡିଆ କୁ ରେପ୍‌ ଇନ୍‌ ଇଣ୍ଡିଆ କହି ଚର୍ଚ୍ଚାରେ ଥିବା ରାହୁଲ କହିଛନ୍ତି ଯେ, ମୋ ନାମ ରାହୁୁଲ ସାବରକର ନୁହେଁ ରାହୁୁଲ ଗାନ୍ଧୀ। ଯଦି କ୍ଷମା ମାଗିବାର ଅଛି…

ସ୍କୁଲରେ ଭାଲୁ !

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମା ଭାଲୁ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। ସ୍କୁଲ…

ସୁପ୍ରିମକୋର୍ଟରେ CAA ବିରୋଧରେ ଓୱେସୀଙ୍କ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(CAA)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଉଦ୍ଦିନ ଓୱେସୀ। ସେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଓୱେସୀଙ୍କୁ ମିଶାଇ CAA ବିରୋଧରେ ଏପର୍ୟ୍ୟନ୍ତ ସୁପ୍ରିମ…

ନଗଡାବାସୀଙ୍କୁ ମିଳିବ ରୋଜଗାରର ସୁଯୋଗ:…

ଯାଜପୁର:ଯାଜପୁର ଜିଲ୍ଲା ନଗଡାରେ ଅଧପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସମ୍ପୁର୍ଣ୍ଣ କରାଯିବ। ନଗଡାବାସୀଙ୍କ ଜୀବନ ଧାରଣ କ୍ଷମତାରେ ସୁଧାର ଆସିବ। ସମସ୍ତ ନଗଡା ବାସୀଙ୍କୁ ଦିଆଯିବ ରୋଜଗାରର ସୁଯୋଗ । ଏଥିସହିତ ମୌଳିକ ସୁବିଧା ସୁଯୋଗକୁ ହାତ ପାହାନ୍ତାରେ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ସମସ୍ତ…

୫୦% ମହଙ୍ଗା ହେବ ୨୧ ଜୀବନ ରକ୍ଷାକାରୀ…

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏବେ ଔଷଧ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ରୋଗୀଙ୍କ ପରିବାର । କାରଣ ଖୁବ୍‌ଶୀଘ୍ର ୨୧ ପ୍ରକାର ଜୀବନ ରକ୍ଷାକାରୀ ଔଷଧର ଦର ବୃଦ୍ଧି ପାଇବ। ଏଥିପାଇଁ କେନ୍ଦ୍ର ସରକାର ଔଷଧ କମ୍ପାନୀଗୁଡ଼ିକୁ ମଞ୍ଜୁରୀ ପ୍ରଦାନ…

ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ…

ମୁମ୍ବଇ: ବହୁ ଚଳଚ୍ଚିତ୍ରରେ ସହ କଳାକାର ଭାବେ ନଜର ଆସିଥିବା ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ ଅପାରଶକ୍ତି ଖୁରାନାଙ୍କୁ ଏବେ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ସୂଚନା ଅନୁସାରେ, ଦିନୋ ମୋରେଆଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ ଅପାରଶକ୍ତି ମୁଖ୍ୟ ନାୟକ…

ଅଫୁଟା ବାଣରେ ନିଆଁ ଲଗାଇ ୧୦ ଜଣ ଶିଶୁ…

ଯାଜପୁର: ଅଫୁଟା ବାଣର ବାରୁଦରେ ନିଆଁ ଲଗାଇ ୧୦ ଜଣ ଶିଶୁ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲା କୁଆଖିଆ ଥାନା ମିର୍ଜାପୁର ଗାଁରେ ଗତକାଲି ରାତିରେ ୧୦ ଜଣ ଶିଶୁ ଅପୁଂଟା ବାଣରୁ ବାରୁଦ ସଂଗ୍ରହ କରି ନିଆଁ ଲଗାଇଥିଲେ। ଫଳରେ ବିସ୍ଫୋରଣ ଘଟି ଶିଶୁମାନେ ଆହତ ହୋଇଥିଲେ। ସେମାନଙ୍କୁ…

ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

ପଦ୍ମପୁର : ପୁଣି ଥରେ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ ଶିଶୁଟିର…

ଅବସାଦରେ ‘ନିର୍ଭୟା’ ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅବସାଦରେ ଅଛନ୍ତି ‘ନିର୍ଭୟା’ ମାମଲାର ୪ ଦୋଷୀ। ଏପରିକି ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେମାନେ ଖାଇବା ପିଇବା ବି କମାଇ ଦେଇଛନ୍ତି। ଏଭଳି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା…