Odisha Link
Bridging the Missing Links in Odisha
Daily Archives

December 14, 2019

ପୁରୁଷ ସରୋଗେସି ଆଧାରିତ ଫିଲ୍ମରେ ନଜର…

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି। ରାଜକୁମାର ମଧ୍ୟ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଆସୁଛନ୍ତି। ଏବେ ଖବର ଶୁଣିବାକୁ ମିଳିଛି ଯେ ରାଜକୁମାର ଏକ ଭିନ୍ନ ଫିଲ୍ମ କରିବାକୁ ଯାଉଛନ୍ତି, ଏହି ଫିଲ୍ମର କାହାଣୀ ପୁରୁଷ ସରୋଗେସି ଉପରେ…

ସିଏଏ ହିଂସା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ( ସିଏଏ )ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ଉତ୍ତର-ପୂର୍ବ ରାଜ୍ୟରେ ସିଏଏକୁ ବିରୋଧ ନେଇ ହାୱାଡ଼ା-ଓଡ଼ିଶା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ହାୱଡ଼ା-ତିରୁପତି ଅନ୍ତୋଦୟ ଏକ୍ସପ୍ରେସ ଓ…

ଏଜିରୁ ଆଚାର୍ଯ୍ୟବିହାର ରାସ୍ତାର ନାଁ…

ଭୁବନେଶ୍ୱର: ରାଜଧାନୀର ଏକ ପ୍ରମୁଖ ରାସ୍ତାର ନାମକୁ ବଦଳାଯାଇଛି। ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁକୁ ପରିବର୍ତ୍ତନ କରାଯାଇଛି। ଉକ୍ତ ରାସ୍ତାର ନାମକୁ ‘ଲୋକସେବା ମାର୍ଗ’ ନାମରେ ନାମିତ କରାଯାଇଛି। ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାକୁ ଲୋକେ ଲୋକସେବା ମାର୍ଗ ଭାବେ ଜାଣିବ। ରାଜ୍ୟ ସଚିବାଳୟ ନାଁ…

ରାଜଧାନୀରେ ଖୋଲିବ କିଶୋର ନ୍ୟାୟ…

ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବ ଜେଜେବି(କିଶୋର ନ୍ୟାୟ ବୋର୍ଡ)। ଏ ନେଇ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଖୋର୍ଧା ଜିଲ୍ଲା ପାଇଁ ଗୋଟିଏ ବୋର୍ଡ ରହିଥିଲା। ସପ୍ତାହରେ ଭୁବନେଶ୍ବରରେ ୩ ଦିନ ଓ ଖୋର୍ଧାରେ ୩ଦିନ…

ଭିକ୍ଷାବୃତ୍ତିଧାରୀଙ୍କୁ ରାସନ ଚାଉଳ

ରାୟଗଡ଼ା: ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କୁ ରାସନ ଚାଉଳ ପ୍ରଦାନ କରାଯାଇଛି। ସେ ପୁଣି ସ୍ଥାୟୀ ଲୋକ ଅଦାଲତରେ ତାଙ୍କୁ ଚାଉଳ ପ୍ରଦାନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ନଥିବାରୁ ସେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିଲେ । ତାଙ୍କର ଆଧାର କାର୍ଡ ନଥିବାରୁ ହିତାଧିକାରୀ…

ଖଣି ଟଙ୍କାରେ ପୁରୀର ବିକାଶ

ଭୁବନେଶ୍ବର: ପୁରୀ ଐତିହାସିକ ସ୍ଥଳର ବିକାଶ ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ ଖଣିକୁ ଓଡ଼ିଶା ଖଣି ନିଗମ(ଓଏମସି)କୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ୬ଟି ଖଣି ମଧ୍ୟରେ ଯାଜପୁରରେ ୩ଟି, ଖୋର୍ଦ୍ଧାରେ ୨ଟି ଓ କଟକରେ ଗୋଟିଏ…

ସୁଶାନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଲା…

ଭୁବନେଶ୍ୱର: ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଏକ ଗୁରୁତର ଅଭିଯୋଗ ଅଣାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ସିଂହ ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ ଚେଷ୍ଟା…

ଓଡ଼ିଆ ସାଂସଦଙ୍କୁ ମିଥୁନଙ୍କ ଫିଲ୍ମ…

ନୂଆଦିଲ୍ଲୀ: ଓଡ଼ିଆ ମହିଳା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଫିଲ୍ମ ‘ମୃଗୟା’ର କାହାଣୀ | ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଗତକାଲି ମୋଦୀ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ…

ରାଜଧାନୀ ରାଜରାସ୍ତାରେ ହରିଣ ପଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଜଗନ୍ନାଥ ନଗର ନିକଟରେ ପଲେ ହରିଣ ବୁଲୁଥିବା ଦେଖିବାକୁ ମିଳିଛି। ହରିଣ ଦେଖିବାକୁ ଜଗନ୍ନାଥ ନଗରରେ ଲୋକଙ୍କ ଭିଡ଼ ଜମିଛି । ତେବେ ଉକ୍ତ ହରିଣ ପଲ ଭରତପୁରର ନିକଟ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।

ଭାରତ ବଞ୍ଚାଅ ସମାବେଶ: ଅର୍ଥନୀତିକୁ ନେଇ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ଜଣକ ପରେ ଜଣେ କଂଗ୍ରେସ ନତୋ ବିଜେପି ଉପରେ ବର୍ଷିଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ବଞ୍ଚାଅ ସମାବେଶରେ ଭାରତୀୟ ଅର୍ଥନୀତିକୁ ନେଇ ବର୍ଷିଛନ୍ତି ପି ଚିଦାମ୍ବରମ୍। ପି. ଚିଦାମ୍ବରମ ରାଲିକୁ ପ୍ରଥମେ ଉଦୋବଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ…