Odisha Link
Bridging the Missing Links in Odisha
Daily Archives

December 15, 2019

ରକ୍ଷକ ନାୟକଙ୍କ କବିତା ପୁସ୍ତକ…

ଭୁବନେଶ୍ବର: ପ୍ରସିଦ୍ଧ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ 'ଅମିତ୍ର ଅନ୍ଧାର' ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲ ଏହି କବିତା ସଂକଳନକୁ ଉନ୍ମୋଚନ କରିଥିଲେ। ଏ ଅବସରରେ ଲେଖକ ଶ୍ରୀ ନାୟକ ଓ ପ୍ରକାଶକ ସୁଧୀର ମଉଡ଼ମଣୀ ମଧ୍ୟ ଉପସ୍ଥିତ ଥିଲେ।…

ନାମ ବଦଳ ରାଜନୀତି: ପ୍ରଥମେ ଉତ୍କଳ, ପରେ…

ଭୁବନେଶ୍ବର: ଧର୍ମନିରପେକ୍ଷତାର ମୁଖା ତଳେ ବିଜୁ ଜନତା ଦଳର ତୁଷ୍ଟୀକରଣ ରାଜନୀତି ବେଳକୁ ବେଳ ସ୍ପଷ୍ଟ ହେଉଛି। ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର କେତେବଳେ ସଂଖ୍ୟାଲଘୁଙ୍କୁ ଖୁସି କରିବାକୁ ପ୍ରସିଦ୍ଧ କବିଙ୍କୁ ଅଣଦେଖା କରୁଛନ୍ତି ତ କେତେବେଳେ କଂଗ୍ରେସ ବିରୋଧୀ ତତ୍ତ୍ବର ପ୍ରିୟପାତ୍ର ହେବାକୁ…

ଭାଉଜ ତଣ୍ଟିକାଟି ହତ୍ୟାକଲା ନଣନ୍ଦର

ବାଲୁଗାଁ: ବାଲୁଗାଁରେ ଛାତ୍ରୀ ହତ୍ୟା ଘଟଣାରେ ଆସିଛି ନୂଆମୋଡ଼। ପ୍ରେମ ପାଇଁ ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ ପ୍ରେମ ପାଇଁ ନୁହେଁ ବରଂ ଏହି ହତ୍ୟାକାଣ୍ଡ ପଛରେ ରହିଛି ଭାଉଜଙ୍କ ହାତ। ଛାତ୍ରୀଙ୍କ ନିଜ ଭାଉଜ ତଣ୍ଟି କାଟି ହତ୍ୟା କରିଛି। ସାଇଁଟିଫିକ୍ ଟିମ୍ ସହିତ ଖୋର୍ଧା ପୋଲିସର ତଦନ୍ତ…

ସହିଦ ବାପାଙ୍କ ପ୍ରତିମୂର୍ତ୍ତି ଦେଖି…

ମାଲକାନଗିରି: (ସୁରଜ କୁମାର ବେହେରା) : ଜନ୍ମ ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ। ବାପାଙ୍କ ସ୍ନେହ ସ୍ଵର ବି ଶୁଣି ନାହିଁ ଏହି କୁନି ଝିଅ। ଜନ୍ମ ହେବା ପୂର୍ବରୁ ବାପା ସହିଦ ହୋଇ ଚାଲି ଯାଇଥିଲେ ଆରପାରି କୁ। କୁନି ଝିଅ ଯଦିଓ ବାପା କୁ ଦେଖି ନ ଥିଲା ହେଲେ ଦେଖିଥିଲା ବାପା ଙ୍କର ଫଟୋକୁ । ଆଜି…

ବିଜେପି ମିଛ କହୁଛି, ଆମକୁ ଅପହରଣ…

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଘଟଣାରେ ନୂଆ ମୋଡ଼। ଗତକାଲି ବିଜେପି ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ଅଭିଯୋଗ କରିଥିଲା। ଏବେ ଏହି ଘଟଣାରେ ଆସିଛି ନୂଆମୋଡ। ଆଜି ରାଜଧାନୀରେ ଗଣମାଧ୍ୟମରେ ସାମ୍ମାରେ ମୁହଁ ଖୋଲିଛନ୍ତି ଜିଲ୍ଲାପରିଷଦ…

ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତତ୍କାଳୀନ ସାମାଜିକ,ଅର୍ଥନୈତିକ ଏବଂ ରାଜନୈତିକ…

ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଫଳାପଳ ପ୍ରକାଶ ପାଇଛି। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ…